ରାଜଧାନୀରେ ଚାଞ୍ଚଲ୍ୟ : ବ୍ରାଉନ୍ ସୁଗାର ବେପାରକୁ ବିରୋଧ କରିବାରୁ ୨ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

Published By : Prameya-News7 Bureau | January 23, 2020 IST

ଭୁବନେଶ୍ବର ୨୩/୧: ବ୍ରାଉନ୍ ସୁଗାର ବେପାରକୁ ବିରୋଧ କରିବାରୁ ଯୁବକଙ୍କୁ ଆକ୍ରମଣ । ଭୁବନେଶ୍ବର ଗ୍ୟାରେଜ ଛକ ରାଜାରାଣୀ ବସ୍ତିରେ ହେଉଥିବା ବ୍ରାଉନ୍ ସୁଗାର ବେପାରକୁ ବିରୋଧ କରିଥିଲେ ଯୁବକ ।

ଦୁଇ ଯୁବକ ରାତିରେ ଘରକୁ ଫେରୁଥିବା ବେଳେ ଏମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ବ୍ରାଉନ୍ ସୁଗାର ବ୍ୟବସାୟ କରୁଥିବା ଦମ୍ପତ୍ତି । ଆହତ ଦୁଇ ଯୁବକ ହେଲେ ରାଜାରାଣୀ ବସ୍ତିର ପ୍ରଭାତ ନାୟକ ଏବଂ ରାକେଶ ମଲ୍ଲୀୟା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.