Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ରାଜଧାନୀରେ ଚାଞ୍ଚଲ୍ୟ : ବ୍ରାଉନ୍ ସୁଗାର ବେପାରକୁ ବିରୋଧ କରିବାରୁ ୨ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

23/01/2020 at 9:14 AM

ଭୁବନେଶ୍ବର ୨୩/୧: ବ୍ରାଉନ୍ ସୁଗାର ବେପାରକୁ ବିରୋଧ କରିବାରୁ ଯୁବକଙ୍କୁ ଆକ୍ରମଣ । ଭୁବନେଶ୍ବର ଗ୍ୟାରେଜ ଛକ ରାଜାରାଣୀ ବସ୍ତିରେ ହେଉଥିବା ବ୍ରାଉନ୍ ସୁଗାର ବେପାରକୁ ବିରୋଧ କରିଥିଲେ ଯୁବକ ।

ଦୁଇ ଯୁବକ ରାତିରେ ଘରକୁ ଫେରୁଥିବା ବେଳେ ଏମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ବ୍ରାଉନ୍ ସୁଗାର ବ୍ୟବସାୟ କରୁଥିବା ଦମ୍ପତ୍ତି । ଆହତ ଦୁଇ ଯୁବକ ହେଲେ ରାଜାରାଣୀ ବସ୍ତିର ପ୍ରଭାତ ନାୟକ ଏବଂ ରାକେଶ ମଲ୍ଲୀୟା ।

   Related Posts