ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁ ଉପରେ ପୁଣି ଆକ୍ରମଣ

Published By : Prameya-News7 Bureau | November 24, 2018 IST

ରାୟଗଡ଼ା ୨୪/୧୧: ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁ ଉପରେ ପୁଣି ଆକ୍ରମଣ । ରାୟଗଡ଼ା ଜିଲ୍ଲା କାଶୀପୁରରେ ଜଣେ ଯୁବକ ସଭାମଂଜରେ ତାଙ୍କୁ ଆକ୍ରମଣ କରିଛନ୍ତି । ଆକ୍ରମଣ ସମୟର ଭିଡିଓକୁ ଖାରବେଳ ନିଜ ଫେସ୍ ବୁକ୍ ପେଜରେ ସେୟାର କରିଛନ୍ତି । ତେବେ ଯୁବକ ଜଣକ କିଏ, କାହିଁକି ଖାରବେଳଙ୍କୁ ଆକ୍ରମଣ କଲେ ତାହା ଜଣାପଡିନି । ପୂର୍ବରୁ ଖାରବେଳଙ୍କୁ ଆଳିରେ ଆକ୍ରମଣ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.