Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ହେଲ୍‌ମେଟ୍‌ ଚେକିଂ ବେଳେ ମହିଳା ଟ୍ରାଫିକ୍ ଇନିସ୍‌ପେକ୍ଟରଙ୍କୁ ଆକ୍ରମଣ, ଢେଲା ମାଡରେ ମୁଣ୍ଡ ଫାଟିଲା-ଦୁଇ ଗିରଫ

10/10/2019 at 10:52 PM

ଯାଜପୁର –  ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧତ୍ନସ୍ଥ ଚଣ୍ଡିଖୋଲ ଟ୍ରାଫିକ୍ ଇନିସ୍‌ପେକ୍ଟର ବିଜୟିନୀ ମଲ୍ଲ ଙ୍କୁ କିଛି ଦୁର୍ବୃତ୍ତ ପଥର ଫୋପାଡ଼ବା ବାରୁ ବିଜୟିନୀଙ୍କ ମୁଣ୍ଡ ଫାଟିଯାଇଛି ।  ତାଙ୍କ ମୁଣ୍ଡରେ ଆଘାତ ହୋଇ ୪ଟି ଷ୍ଟିଚ୍‌ ପଡିଛି ।

ବିଜୟିନୀ ମଲ୍ଲ ଚଣ୍ଡିଖୋଲ ଠାରେ ହେଲ୍‌ମେଟ୍‌ ଓ  ଗାଡ଼ି କାଗଜପତ୍ର ଯାଂଚ କରିଥିବା ବଳେ କିଛି  ନିୟମ ଭାଙ୍ଗୁଥିବା କିଛି ଲୋକଙ୍କୁ ଅଟକାଇଥିଲେ । ଏହି ସମୟରେ ଜଣେ ଢେଲା ମାଡ କରିଥିଲା ।  ପରେ ବଡଚଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି । ଅନ୍ୟମାନଙ୍କୁ ଖୁବ୍‌ ଶୀଘ୍ର ଧରା ଯିବ ବୋଲି ପୁଲିସ ସୂଚନା ଦେଇଛି ।

   Related Posts