Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଖୁଟଖା ଗୋଦାମ ଉପରେ ଚଢ଼ାଉ

20/04/2020 at 9:35 PM

ବ୍ରହ୍ମପୁର୨୦/୪: ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳର ଦେଶି ବେହେରା ସାହିରେ ଗୋଳନ୍ଥରା ପୁଲିସ୍‌ ଚଢାଉ କରିଛି। ବେଆଇନ୍ ଭାବେ ଷ୍ଟକ ଥିବା ଗୁଟଖା ଗୋଦାମ ଉପରେ ଚଢାଉ କରି ବିପୁଳ ପରିମାଣର ଗୁଟଖା ଓ ତିନୋଟି ମୋଟର ସାଇକେଲକୁ ପୋଲିସ୍ ଜବତ କରିଛି।

ମୁଖ୍ୟ କାର୍ପାଟଦାର୍ ପ୍ରକାଶ ସାହୁଙ୍କ ସମେତ ୬ ଜଣଙ୍କୁ ଥାନାରେ ଅଟକ ରଖାଯାଛି। ଏହି ଘଟଣାରେ ତଦନ୍ତ ଜାରି ରହିଛି। ଏହି ବେଆଇନ୍ ଗୁଟଖା କାରବାରରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ୍ ଜୋରଦାର ଉଦ୍ୟମ ଚଳାଇଛି।

   Related Posts