ନକଲି ମଦ ତିଆରି ଆଡ୍ଡା ଉପରେ ଚଢ଼ାଉ: ୪୭୪୦ ଲିଟର ଦେଶୀ ମଦ ସହ ବିଭିନ୍ନ ସାମଗ୍ରୀ ଜବତ
22/04/2020 at 4:16 PM

ବ୍ରହ୍ମପୁର୨୨/୪: ନକଲି ଦେଶୀ ମଦ କାରବାରରେ ବ୍ରହ୍ମପୁର ପୁଲିସ୍ ପକ୍ଷରୁ ୧୪ ଜଣଙ୍କୁ ଗିରଫ କରାଯାଇଛି। ୪୭୪୦ ଲିଟର ଦେଶୀ ମଦ ସହ ୨୩୮୦୦ଲିଟର ପୋଚ ଏବଂ ୨୩୮୦୦ଲିଟର ପୋଚ କରିଛି ବ୍ରହ୍ମପୁର ପୁଲିସ୍।

ବ୍ରହ୍ମପୁର ଲାଞିପଲ୍ଲୀ ବାଇପାସ୍ ନିକଟ ଜଳେଶ୍ବର ଠାରେ ଗତକାଲି ରାତିରେ ଚଢାଉ କରି ମଦ ବେପାରୀ ଓ ମଦ ସାମଗ୍ରୀ ଜବତ ହୋଇଛି। ମଦ କାରବାରରେ ମାଷ୍ଟର ମାଇଣ୍ଡ ଭାସ୍କର ସାହୁ ଗିରଫ ହୋଇଛନ୍ତି।
Related Posts
କଟକ ଏଆର୍ସିରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି
28 January 2021
ବେଆଇନ ସସ୍ କାରଖାନା ଉପରେ ଚଢାଉ, ଜଣେ ଗିରଫ
28 January 2021
ବେଆଇନ କଫ ସିରପ ଘଟଣାର ପର୍ଦ୍ଦାଫାଶ, ୨ ନିଶା ବେପାରୀ ଗିରଫ
28 January 2021