Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୯ ବର୍ଷ ପରେ ସେମି ଫାଇନାଲରେ ଭାରତୀୟ ହକି ଦଳ, ବ୍ରିଟେନକୁ ୩-୧ରେ ଦେଲା ମାତ୍
  • ||
  • ରାଜଧାନୀ ଭୁବନେଶ୍ବରରେ ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୦,୧୮୧ ; ଦିନକରେ ୩୧୮ ସଂକ୍ରମିତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଦେଶର ମାନ ବଢାଇଲେ ପିଭି ସିନ୍ଧୁ, ଟୋକିଓ ଅଲିମ୍ପିକ୍ସରେ ଜିତିଲେ ବ୍ରୋଞ୍ଜ ମେଡାଲ
  • ||
  • ଅଗଷ୍ଟ ୫ରୁ ଖୋଲିବ ଭିତରକନିକା ଅଭୟାରଣ୍ୟ : କେବଳ ଦିନରେ ବୁଲି ପାରିବେ ପର୍ଯ୍ୟଟକ, ରାତ୍ରୀଯାପନ ମନା
  • ||
  • ଚାଇନାର ନୂଆ ଚାଲ୍, ୨୦୨୭ ସୁଦ୍ଧା ତିଆରି କରିବ ଅତ୍ୟାଧୁନିକ ସେନା, ୟୁଏସକୁ ଦେବ ଟକ୍କର
  • ||
  • ହାରିବା ପରେ ନିୟନ୍ତ୍ରଣ ହରାଇଲେ ଜୋକୋଭିକ୍, ରାକେଟକୁ ବାଡେଇ ଭାଙ୍ଗିଦେଲେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୪ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୪୩୭ କରୋନା ପଜିଟିଭ୍
  • ||

ଯୁବକଙ୍କୁ ଛୁରା ମାଡ଼: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

26/07/2020 at 4:41 PM

ବାଲିପାଟଣା୨୬/୭: ଯୁବକଙ୍କୁ ଛୁରା ମାଡ଼। ଗଣ୍ଡଗୋଳରେ ଜଣେ ଯୁବକଙ୍କୁ ଛୁରୀରେ ମାରଣାତ୍ମକ ଆକ୍ରମଣ କରାଯାଇଛି ।  ଆକ୍ରମଣରେ ଯୁବକଙ୍କ ପେଟରୁ ଅନ୍ତ ବୁଜୁଳି ବାହାରି ପଡ଼ିଛି । ଗୁରୁତର ଯୁବକଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଭର୍ତ୍ତି କରାଯାଇଥିଲା। ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଯୁବକଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ଅଛି । ବାଲିଅନ୍ତା ବ୍ଲକ ପ୍ରତାପ ଶାସନ ଗ୍ରାମ ପଞ୍ଚାୟତ ପ୍ରଧାନ ସାହିରେ ଘଟିଛି ଘଟଣା । ଗ୍ରାମର ଏକ ପରିବାର ମଧ୍ୟରେ କୌଣସି କାରଣରୁ ଶନିବାର ବିଳମ୍ବିତ ରାତ୍ରିରେ ଗଣ୍ଡଗୋଳ ଘଟିଥିଲା । ଗଣ୍ଡଗୋଳରେ ଯୁବକଙ୍କୁ କେହି ଜଣେ ଛୁରୀ ଭୂଷି ଦେଇଥିଲା । ଛୁରା ମାଡରେ ପୂର୍ଣ୍ଣଚନ୍ଦ୍ର ସାହୁ ଗୁରୁତର ହୋଇଛନ୍ତି । ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବାଲିଅନ୍ତା ପୋଲିସ୍ ।

   Related Posts