Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

୭ ବର୍ଷ ପିଲାର ପେଟକୁ ଧାରୁଆ ଦା’ରେ କାଟି ଦେଲା କାମାନ୍ଧ ଯୁବକ

13/12/2019 at 3:50 PM

ସାଲେପୁର୧୩/୧୨: ୭ ବର୍ଷ ପିଲାର ପେଟକୁ କାଟି ଦେଲା କାମାନ୍ଧ ଯୁବକ। ୭ ବର୍ଷର ଛୋଟ ପିଲା ସହ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରିବାକୁ ଅଭିଯୁକ୍ତ ଯୁବକ ଚେଷ୍ଟା କରିଥିଲା। ଏଥିରେ ବିଫଳ ହେବାରୁ ଅଭିଯୁକ୍ତ ରାଗି ଯାଇ ଏକ ଧାରୁଆ ଦା’ରେ ନାବାଳକର ପେଟକୁ କାଟି ଦେଇଥିଲା। କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁସାରେ ଅଭିଯୁକ୍ତର ନାଁର ହେମନ୍ତ ଦଳେଇ। ଅପ୍ରାକୃତିକ ଯୌନ ସଂପର୍କ ରଖିବା ପାଇଁ ଅଭିଯୁକ୍ତ ହେମନ୍ତ ଛୋଟ ପିଲାଟିକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇଥିଲା। ପିଲାଟି ରାଜି ନ ହେବାରୁ ଅଭିଯୁକ୍ତ ଧାରୁଆ ଦା’ରେ ତାଙ୍କ ପେଟକୁ କାଟି ଦେଇଥିଲା। ଏହା ପରେ  ଗୁରୁତର ଅବସ୍ଥାରେ ନାବାଳକକୁ ସାଲେପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ଏ ନେଇ ପରିବାର ପକ୍ଷରୁ ସାଲେପୁର ଥାନାରେ ଅଭିଯୋଗ ହୋଇଛି।

   Related Posts