Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ରାତିରେ କଳାକନା ବୁଲାଇ ଦେଲେ ଦୁର୍ବୃତ୍ତ, ଲୁଟି ନେଲେ ୨୫୦ ଗ୍ରାମ ସୁନା ଓ ୧୫ କେଜି ରୂପା

2/06/2021 at 8:04 AM

ସୋର ୦୨।୦୬ : ମାରଣାସ୍ତ୍ର ଦେଖାଇ କଳାକନା ବୁଲାଇଦେଲେ ଦୁର୍ବୃତ୍ତ । ଡକାୟତଙ୍କ ଆକ୍ରମଣରେ ୫ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର  ହେବାରୁ କଟକ ସ୍ଥାନାନ୍ତର । ସୋର ବାହାନଗା ବ୍ଲକ ପଞ୍ଚାୟତ ୬ନଂ ଓ୍ୱାର୍ଡର ଘଟଣା ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ସନାତନ କମିଳାଙ୍କ ଘରେ ଡକାୟତ ପଶିଥିଲେ ।  ୫ଜଣ ଡକାୟତ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୨୫୦ ଗ୍ରାମ୍‌ ସୁନା ଓ ୧୫ କେଜି ରୁପା ଲୁଟ୍‌ ନେଇଥିବାର ଅଭିଯୋଗ ହୋଇଛି । ପରିବାର ଲୋକେ ଜୋର୍‌ରେ ପାଟି କରିବାରୁ ପଡୋଶୀ ଆସିଥିଲେ । ଯାହାଫଳରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ । କିନ୍ତୁ ଗୋଟିଏ ବାଇକ୍‌ ଦୁର୍ବୃତ୍ତ ଛାଡି ଯାଇଥିଲେ । ସେହିପରି  ଦୁର୍ବୃତ୍ତଙ୍କ ଆକ୍ରମଣରେ କିଛି ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି ।

   Related Posts