ଆଶାକର୍ମୀ ଓ ତାଙ୍କ ଝିଅଙ୍କୁ ଆକ୍ରମଣ, ଦେଢଶୁର ଓ ଦିଅରଙ୍କ ନାଁରେ ଅଭିଯୋଗ

Published By : Prameya-News7 Bureau | July 08, 2020 IST

ବ୍ରହ୍ମଗିରି ୦୮।୦୭ : ଜମିବାଡିକୁ କେନ୍ଦ୍ର କରି ଆଶାକର୍ମୀ ଓ ତାଙ୍କର ୨ ଝିଅଙ୍କୁ ଆକ୍ରମଣ କରାଯାଇଛି । ଆଶାକର୍ମୀଙ୍କ ଦେଢଶୁର ଓ ଦିଅର ମିଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହାସିନିପୁର ଗାଁର ଘଟଣା ଘଟିଛି ଘଟଣା ।

ସୂଚନାଯୋଗ୍ୟ ଯେ, ଜମିବାଡିକୁ କେନ୍ଦ୍ର କରି ଆଶାକର୍ମୀ ଓ ତାଙ୍କ ୨ଝିଅଙ୍କୁ ଆକ୍ରମଣ କରାଯାଇଛି । ଉଭୟ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.