ବ୍ୟବସାୟୀଙ୍କୁ ଛୁରାମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତ

Published By : Prameya-News7 Bureau | October 30, 2021 IST

ପଟ୍ଟାମୁଣ୍ଡାଇ ୩୦।୧୦: ବ୍ୟବସାୟୀଙ୍କୁ ଛୁରାମାଡ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମଦନପୁରରେ ବ୍ୟବସାୟୀଙ୍କୁ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ବ୍ୟବସାୟୀଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ବ୍ୟବସାୟୀ ଜଣଙ୍କ ହେଲେ ବଳଭଦ୍ରପୁର ଗାଁର ବିଜୟ କୁମାର ମହାନ୍ତି । ଛୁରାମାଡର କାରଣ ଅସ୍ପଷ୍ଟ ଥିବା ବେଳେ  ଘଟଣାସ୍ଥଳରେ ପୋଲିସ ଛାନଭିନ୍ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.