Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଅତରଙ୍ଗୀ ଅନ୍ଦାଜ୍‌ରେ ନଜର ଆସିଲେ ସାରା , ଜବରଦସ୍ତ ଠୁମକା ଦେଖି ମତୁଆଲା ହେଲେ ଫ୍ୟାନ୍ସ…

29/11/2021 at 1:39 PM

ନୂଆଦିଲ୍ଳୀ ୨୯।୧୧ : ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ସାର ଅଲି ଖାନ ତାଙ୍କ ଫିଲ୍ମ ଅତରଙ୍ଗୀର ନୂଆ ଗୀତକୁ ନେଇ ଖୁବ୍‌ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସାରା , ଧନୁଷ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମର ଗୀତ ‘ଚକା ଚକ’ ଆଜି ରିଲିଜ୍‌ ହୋଇଛି । ଏହି ଗୀତଟିରେ ଶ୍ରେୟା ଘୋଷାଲଙ୍କ ନିଜର କଣ୍ଠ ଦାନ କରିଥିବା ବେଳେ ଏହାକୁ ଲୋକମାନେ ଖୁବ୍‌ ପସନ୍ଦ କରିଛନ୍ତି ।  ଅନ୍ୟପକ୍ଷରେ, ଧନୁଷ ଏବଂ ସାରାଙ୍କ କେମେଷ୍ଟ୍ରୀ ଖୁବ୍‌ ଜମିଛି । ଦୁହିଁଙ୍କୁ ଦେଖି ଲୋକମାନେ କହୁଛନ୍ତି ଯେ ସେମାନେ ଏକାଠି ଆଉ ଅଧିକ ଫିଲ୍ମ କରିବା ଉଚିତ୍ । ସବୁଠାରୁ ବଡ କଥା ହେଉଛି ଏହି ଫିଲ୍ମରେ ସାରା ଜବରଦସ୍ତ ଠୁମକା ଲଗାଇଛନ୍ତି ।  

ଫିଲ୍ମ ଅତରଙ୍ଗୀରେ ଅଭିନେତାମାନଙ୍କ ପ୍ରଥମ ଲୁକ୍‌ ଲୋକଙ୍କ ନିକଟରେ ଆସିଛି । ଏହି ଗୀତରେ ସାରା କୁହନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କ ବିବାହରେ ନାଚୁଛନ୍ତି । ସ୍ବାମୀର ବିବାହକକୁ ନେଇ କହୁଛନ୍ତି କି ‘ବିସୁ ବାବୁ.. ଦେଶର ପ୍ରଥମ ସ୍ତ୍ରୀ  ଯିଏ ସ୍ବାମୀର ନିର୍ବନ୍ଧରେ ଏତେ ଖୁସି ଅଛି’ । ଏହା ପରେ, ସାରା ବିବାହରେ ଜୋରରେ ନାଚୁଛନ୍ତି । ସାରାଙ୍କ ଏହି ଡ୍ୟାନ୍ସ କୋରିଓଗ୍ରାଫି ବିଜୟ ଗାଙ୍ଗୁଲି ଦେଇଥିବା ବେଳେ ଅନେକ ଲୋକ କମେଣ୍ଟ ଦେଇଛନ୍ତି ଯେ ଶ୍ରେୟାଙ୍କ ସ୍ୱର ସାରାଙ୍କୁ ସୁଟ୍ କରୁଛି । ଏହି ଗୀତ ବର୍ତ୍ତମାନ ୟୁଟ୍ୟୁବ୍‌ରେ ସୁପରହିଟ୍‌ ହୋଇ ସାରିଛି ।  କୋଭିଡଙ୍କୁ ଦେଖି ସାରା, ଧନୁଷ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ଅତରଙ୍ଗୀ OTT ରେ ମୁକ୍ତିଲାଭ କରିବ । ଫିଲ୍ମଟି ଡିସେମ୍ବର ୨୦୨୧ ରେ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଷ୍ଟ୍ରିମିଂ ହେବ ।

   Related Posts