Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ନ୍ୟାୟ ପାଇଁ ଗୁହାରୀ, ଜିଲ୍ଲାପାଳଙ୍କ ଅଫିସ ଆଗରେ ପେଟ୍ରୋଲ ଧରି ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ

15/10/2020 at 1:26 PM

ବଲାଙ୍ଗୀର ୧୫।୧୦: ନ୍ୟାୟ ପାଇଁ ଅଭିନବ ଢଙ୍ଗରେ ପ୍ରତିବା । ବଲାଙ୍ଗୀର ଜିଲ୍ଲାପାଲଙ୍କ ଅଫିସ ଆଗରେ ପ୍ରତିବାଦ କଲେ ଦମ୍ପତ୍ତି । ପେଟ୍ରୋଲ ଧରି ଆତ୍ମହତ୍ୟା ଉଦ୍ୟମ ବେଳେ ଅଟକାଇଲା ପୋଲିସ ।

ଟିଟିଲାଗଡ ଥାନା ମୀନାପାଲି ଗାଁର ଜୀବର୍ଧନ ସୁନା ଓ ତାଙ୍କ ସ୍ତ୍ରୀ ପ୍ରଭା ସୁନା ଜମିବିବାଦ  ନେଇ ସମ୍ପର୍କୀୟ ମାଡ ମାରିଥିବାର ଅଭିଯୋଗ ରହିଛି ।  ପାରିବାରିକ ଜମି ବିବାଦକୁ ନେଇ ସମ୍ପର୍କୀୟ ମାଡ଼ ମାରିଥିବା ଅଭିଯୋଗ ଆସିଛି । ପୋଲିସରେ ଅଭିଯୋଗ ପରେ, ଏସ୍‌ପିଙ୍କୁ ଦେଖାକରି ଗୁହାରୀ ଜଣାଇଥିଲେ । କିନ୍ତୁ ତାଙ୍କ ଅଭିଯୋଗ କେହି ଶୁଣିନଥିବା ଅଭିଯୋଗ କରିଛନ୍ତି । ଏନେଇ ବୃଦ୍ଧ ଦମ୍ପତ୍ତି ଜିଲ୍ଲାପାଳଙ୍କ ଅଫିସ ଆଗରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ ବେଳେ ଅଟକାଇଲା ପୋଲିସ । ଜିଲ୍ଲପାଳଙ୍କ ଅଫିସ ଆଗରେ ପ୍ରତିବାଦ କରି ନ୍ୟାୟ ପାଇଁ ଗୁହାରୀ କରିଛନ୍ତି ଦମ୍ପତ୍ତି ।

   Related Posts