ଆକ୍ସିସ ବ୍ୟାଙ୍କ ଏଟିଏମ୍ ରୁ ଲୁଟ୍

Published By : Prameya-News7 Bureau | June 07, 2018 IST

ଆକ୍ସିସ ବ୍ୟାଙ୍କ ଏଟିଏମ୍ ରୁ ଲୁଟ୍ । ଏଟିଏମ୍ ସଟର ତାଡି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ବାଲେଶ୍ବର ଖଇରା ଥାନା ଅନ୍ତର୍ଗତ ତୁଡିଗଡିଆ ବଜାରରେ ଥିବା ଏଟିଏମ୍ ରୁ ଟଙ୍କା ଲୁଟି ନେଇଛନ୍ତି ଦୁବୃର୍ତ୍ତ । ତେବେ କେତେ ଟଙ୍କା ଲୁଟ ହେ।ଇଛଇ ସେନେଇ ସ୍ପଷ୍ଟ ସୂଚନା ମିଳିନି । ଆକ୍ସିସ ବ୍ୟାଙ୍କ କର୍ତ୍ତୃପକ୍ଷ ଖଇରା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରୁଛି ପେ।ଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.