Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଏଟିଏମରୁ ପୁଣି ଲୁଟ୍‌ ! ପୋଲିସର ଛାନ୍‌ଭିନ୍‌ ଜାରି

7/07/2020 at 8:44 AM

ଭଦ୍ରକ ୦୭।୦୭: ଏଟିଏମରୁ ପୁଣି ଲୁଟ୍‌ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀ ରୋଡ ବଜାରରେ ଥିବା  ଆକ୍ସିସ ବ୍ୟାଙ୍କ ଏଟିଏମ୍‌ରୁ  ବିଳମ୍ବିତ ରାତିରେ ଲୁଟ ଉଦ୍ୟମ ହୋଇଛି । ମଞ୍ଜୁରୀ ରୋଡ଼ ବଜାରରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମରେ ଥିବା ମେସିନକୁ ଭାଙ୍ଗିଦେଇଛନ୍ତି ଦୃବୁର୍ତ୍ତ । ବିଳମ୍ବିତ ରାତିରେ ଏଟିଏମର ମେସିନକୁ ଭାଙ୍ଗି ଚୋରି କରିଛନ୍ତି ।  ଦୃବୁର୍ତ୍ତମାନେ ଏଟିଏମରୁ ଟଙ୍କା ନେଇଛନ୍ତି କି ନାହିଁ ତାହା ଅସ୍ପଷ୍ଟ ରହିଛି । ମଞ୍ଜୁରୀ ରୋଡ଼ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୂର୍ବରୁ ମଧ୍ୟ ଵହୁବାର ଏହି ଏଟିଏମକୁ ଭଙ୍ଗାରୁଜା କରାଯାଇଛି । ଏଟିଏମ୍‌ରେ କେତେ ଟଙ୍କା ଚୋରି ହୋଇଛି ତାହା ବ୍ୟାଙ୍କ ଅଧିକାରୀ ଆସିଲେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି । ତେବେ ଏଟିଏମର ସ୍କ୍ରିନ ବାକ୍ସକୁ ଭାଙ୍ଗି ଦେଇଛନ୍ତି । କେତେ ଟଙ୍କା ଏଟିଏମ ମେସିନରେ ରହୁଥିବ ସେ ନେଇ କୌଣସି ସ୍ପଷ୍ଠ ସୁଚନା ମିଳିନାହିଁ ।

   Related Posts