Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଏଟିଏମ୍ ଲୁଟ୍‌ ଉଦ୍ୟମ, ସିସିଟିଭି ସଂଯୋଗ କାଟିଦେଲେ ଦୁର୍ବୃତ୍ତ

11/02/2020 at 10:29 AM

ବାରଙ୍ଗ ୧୧।୦୨: ଏଟିଏମ୍‌ରୁ ପୁଣି ଚୋରି ଉଦ୍ୟମ । ପଟିଆ କାନନବିହାର ଫେଜ-୨ରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍‌ରୁ ଚୋରି ଉଦ୍ୟମ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ସୂଚନାଯୋଗ୍ୟ , ମଙ୍ଗଳବାର ଦିନ ସକାଳ ସମୟରେ ଏଟିଏମ୍‌ ଭିତରକୁ କିଛି ଲୋକ ଟଙ୍କା ଉଠାଇବାକୁ ୟାଇଥିଲେ । ସେତେବେଳେ କିଛି ଏଟିଏମ୍‌ କାଉଣ୍ଟର ଭିତରେ ଥିବା ସାଇଟ୍ ବକ୍ସ ଭାଙ୍ଗି ଦିଆଯାଇଥିବା ଦେଖିବାକୁ ପାଇଥିଲେ । ଘଟଣାର କିଛି ସମୟ ପରେ ପୋଲିସ ପହଞ୍ଚିଥିଲା । ଏଟିଏମ୍‌ର ସିସିଟିବି ସଂଯୋଗ କାଟି ଦିଆଯାଇଥିବାର ଦେଖିବାକୁ ମିଳିଛି ।

   Related Posts