ଲୁଟ୍ କରିବାକୁ ଆସି ଏଟିଏମ୍ ଭାଙ୍ଗିଲେ ଦୁର୍ବୃତ୍ତ

Published By : Prameya-News7 Bureau | August 24, 2020 IST

ଭଞ୍ଜନଗର ୨୪।୦୮: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଏସବିଆଇ ଏଟିଏମ୍ ଭଙ୍ଗାରୁଜା । ବିଳମ୍ବିତ ରାତିରେ କୁଲାଡଠାରେ ଥିବା ଏସବିଆଇ ଏଟିଏମ୍ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ତେବେ ଏଟିଏମ୍ ଭଙ୍ଗାରୁଜା କରି ଦୁର୍ବୃତ୍ତ ଫେରାର୍ ହୋଇଯାଇଥିବା ବେଳେ ଲୁଟ୍ ହୋଇଛି କି ନାହିଁ ତାହା ଜଣାପଡିନାହିଁ । ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବ୍ୟାଙ୍କ କର୍ତ୍ତୃପକ୍ଷ ଆସିଲେ ଟଙ୍କା ଲୁଟ୍ ନେଇ ସ୍ପଷ୍ଟ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.