ଖୋର୍ଦ୍ଧା ନିରାକାରପୁର ଆକ୍ସିସ ବ୍ୟାଙ୍କ ATMରୁ ଲକ୍ଷାଧିକ ଟଙ୍କା ଲୁଟ୍

Published By : Prameya-News7 Bureau | May 27, 2018 IST

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନୂଆ ଜଗନ୍ନାଥ ସଡକ ମୂଖ୍ୟ ରାସ୍ତାର ରାମ ମନ୍ଦିର ନିକଟରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ ରୁ ଦୁର୍ବୁତ ମାନେ ଶନିବାର ବିଳମ୍ବିତ ରାତିରେ ଗ୍ୟାସ କଟରରେ କାଟି ଏଟିଏମ ରୁ ଟଙ୍କା ଲୁଟ କରିନେଇଯାଇଛନ୍ତି। ନିରାକାରପୁର ଥାନା ଠାରୁ 1୦୦ମିଟର ଦୁରରେ ଥିବା ଏହି ଏଟିଏମ ରୁ ଦୁର୍ବୁତ ମାନେ ଲୁଟ କରିଥିବା ବେଳେ ନିରାକାରପୁର ପୋଲିସ ର ରାତ୍ରି କାଳିନ ପେଟ୍ରୋଲିଂ ଅଭାବ ଯୋଗୁଁ ଦୁର୍ବୁତ ମାନେ ଅନାୟାସରେ ଏଟିଏମ ଲୁଟ କରି ଫେରାର ହୋଇଯାଇଛନ୍ତି। ସେପଟେ ପୁରୀ ଜିଲ୍ଲା ଗଡିଶାଗଦା ଥାନା ଜଙ୍କଆ ଗଡସାହି ଛକରେ ଥିବା ଆକ୍ସିଲ ବ୍ୟାଙ୍କ ଏଟିଏମ୍ରୁ ଭଙ୍ଗାରୁଜା ଲୁଟ୍ ଅଭିଯୋଗ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.