Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ଟୋକିଓ ଅଲିମ୍ପିକ୍ କ୍ବାଲିଫାଇ କରିଥିବା ଖେଳାଳୀଙ୍କ ପାଇଁ ଖୁସି ଖବର : ସ୍ଥାନ ରହିବ ସଂରକ୍ଷିତ

9/04/2020 at 11:44 AM

ଲୁସାନେ ୯/୪: ଟୋକିଓ ଅଲିମ୍ପିକ୍ ପାଇଁ କ୍ବାଲିଫାଇ କରିଥିବା ପାଖାପାଖି ୬୫୦୦ ଖେଳାଳୀ ଆନ୍ତର୍ଜାତୀୟ ଅଲିମ୍ପିକ୍ ସମିତି ଦ୍ବାରା ନୂତନ ଭାବେ ପ୍ରସ୍ତୁତ କରାଯାଇଥିବା କ୍ବାଲିଫାଇଙ୍ଗ୍ ନିୟମ ଜରିଆରେ ୨୦୨୧ରେ ମଧ୍ୟ ନିଜର କୋଟା ବଜାୟ ରଖିବେ।

ଆଇଓସି କ୍ବାଲିଫିକେସନର ଏକ ନୂଆ ବ୍ଲୁପ୍ରିଣ୍ଟ ଜାରି କରିଛି। କରୋନା ଭାଇରସ୍ ଯୋଗୁଁ ସ୍ଥଗିତ ଅଲିମ୍ପିକ୍ ଏବେ ଆସନ୍ତା ବର୍ଷ ଜୁଲାଇ ୨୩ତାରିଖରୁ ଅଗଷ୍ଟ ୮ମଧ୍ୟରେ ହେବ। କ୍ବାଲିଫିକେସନର ନୂଆ ସମୟ ସୀମା ୨୦୨୧ ଜୁନ୍ ୨୯।

ବ୍ୟକ୍ତିଗତ ଆନ୍ତର୍ଜାତୀୟ ଖେଳ ମହାସଙ୍ଘ କ୍ବାଲିଫାଇଙ୍ଗ ପ୍ରକ୍ରିୟାର ମୁଖ୍ୟ ହେବେ।

   Related Posts