Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ମୁଣ୍ଡଳି ଟ୍ରାଜେଡି, ଆଠଗଡରେ ମୃତ ହାତୀକୁ ଶ୍ରଦ୍ଧାଞ୍ଜଳି

3/10/2021 at 8:15 AM

ଆଠଗଡ ୦୩/୧୦:   ଆଜିର ସମାଜରେ ମଣିଷ ରକ୍ତ ସମ୍ପର୍କକୁ ଭୁଲି ଯାଉଛି । କିନ୍ତୁ ଏହାର ବ୍ୟତିକର୍ମ ଦେଖିବକୁ ମିଳିଛି ଆଠଗଡରେ । ଏଠି ମଣିଷ ନୁହେଁ ହାତୀକୁ ଦିଆଜାଇଛି ଶ୍ରଦ୍ଧାଞ୍ଜଳୀ ।

ଗତ ୨୪ ତାରିଖରେ ମୁଣ୍ଡଳୀ ଠାରେ ମହାନଦୀରେ ପଂସି ରହିଥିବା ଦନ୍ତା ହାତୀ, ଓ ତା ପରର ଦୃଶ୍ୟ ଯାହା ସାରା ଓଡ଼ିଶା ପାଇଁ ଆଣିଥିଲା ଦୁଃଖଦ ଖବର । ହାତୀ ତ ଉଦ୍ଧାର ହୋଇପରିଲାନି କିନ୍ତୁ ଦୁଇଟି  ଜୀବନ ଚାଲିଗଲା  । ଜଣେ ସାମ୍ବାଦିକ ଏବଂ ଜଣେ ଓଡ୍ରାଫ ଯବାନ ଆରପାରିକୁ ଚାଲିଗଲେ ।

ପରେ ଦୀର୍ଘ ସମୟ ଜୀବନ ମୃତ୍ୟୁ ସହ ସଂଗ୍ରାମ ପରେ ବନବିଭାଗ ବାଣ ଫୁଟାଇ ହାତୀକୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିଥିଲେ ବି ଫେଲ୍ ମାରିଥିଲା ।  ତେବେ ଆଠଗଡରେ ପିପୁଲ୍ସ ଫର୍ ଆନିମଲ(ଭୁବନେଶ୍ୱର) ର ସଦସ୍ୟ ମାନେ ହାତରେ ଦୀପ ଧରି ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ ହାତୀ ମଣିଷ ବିଷୟରେ ବାର୍ତ୍ତା ଦେଇଥିଲେ, ଏବଂ ଶୋକ ମଧ୍ୟ ଜଣାଇଥିଲେ ।

   Related Posts