ଦିଲ୍ଲୀରୁ ୫ ଆତଙ୍କବାଦୀ ଗିରଫ, ବଡ ବିସ୍ଫୋରଣ ପାଇଁ ରଚିଥିଲେ ଷଡଯନ୍ତ୍ର, ଅସ୍ତ୍ରଶସ୍ତ୍ର ଜବତ
7/12/2020 at 9:40 AM

ନୂଆଦିଲ୍ଲୀ,୦୭/୧୨: ଦିଲ୍ଲୀ ପୋଲିସ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ କରିଛି । ଦେଶରେ ଭୟଙ୍କର ବିସ୍ଫୋରଣ ଘଟାଇବାକୁ ଷଡଯନ୍ତ୍ର କରୁଥିବା ୫ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ସ୍ପେଶାଲ ସେଲ୍ ଶାକରପୁର ଅଞ୍ଚଳରୁ ଏହି ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
କୁହାଯାଉଛି ଯେ, ଗିରଫ ଆତଙ୍କବାଦୀମାନେ ଇସଲାମିକ୍ ଷ୍ଟେଟ୍ ଓ ଖଲିସ୍ଥାନୀ ସମୁଦାୟ ସହ ଜଡିତ ଅଛନ୍ତି । ଦୀର୍ଘଦିନ ଧରି ଏହି ଆତଙ୍କବାଦୀଙ୍କ ବିରୋଧରେ ପୋଲିସ ଅପରେସନ ଚଳାଇଥିଲା । ଯାହା ସଫଳ ହୋଇଛି । ଗିରଫ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି ।
Related Posts
ଜିଦ୍ରେ ଅଟଳ ଚାଷୀ ! ମାରାଥନ ଆଲୋଚନା ପରେ ସରକାରଙ୍କ ପ୍ରସ୍ତାବ ଅଗ୍ରାହ୍ୟ
21 January 2021
Hawk-i ବିମାନରୁ ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ୱିପନର ସଫଳ ପରୀକ୍ଷଣ କଲେ HAL
21 January 2021