ଓଡ଼ିଶା ଆସିଲା ବାଜପେୟୀଙ୍କ ଅସ୍ଥି କଳସ
22/08/2018 at 6:13 PM

ଓଡ଼ିଶା ଆସିଲା ବାଜପେୟୀଙ୍କ ଅସ୍ଥି କଳସ । ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ସାମିଲ୍ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଅସ୍ଥି କଳସ ଗ୍ରହଣ କରିଛନ୍ତି । ଆଜି ରାତିରେ ଏହି କଳସ ପାର୍ଟି ଅଫିସରେ ରହିବା ପରେ କାଲି ପୁରୀ ଅଭିମୁଖେ ବିସର୍ଜନ ପାଇଁ ନିଆଯିବ । ଏହା ସହ ଦଳ, ସବୁ ଜିଲ୍ଲାରେ ଅସ୍ଥି କଳସ ଯାତ୍ରା କରିବାକୁ ବି ସଜବାଜ ହେଉଛି । ଏମିତି କରି ବାଜପେୟୀଙ୍କ ପ୍ରତି ଥିବା ସହାନୁଭୂତି ସାଉଣ୍ଟିବାକୁ ଚାହୁଁଛି ବିଜେପି ।
Related Posts
ରୋଷେଇ ସମୟରେ ଅଘଟଣ : ଦେହରେ ନିଆଁ ଲାଗି ଗର୍ଭବତୀ ମହିଳା ଗୁରୁତର
26 February 2021
ଜଙ୍ଗଲରେ ଲାଗିଛି ନିଆଁ, ନିଦରେ ଶୋଇଛନ୍ତି ବନାଞ୍ଚଳ ଅଧିକାରୀ
26 February 2021