AT ଚିଟଫଣ୍ଡ ଠକେଇ ମାମଲା, ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ୍

Published By : Prameya-News7 Bureau | October 27, 2021 IST

ଭୁବନେଶ୍ୱର ୨୭/୧୦: AT Group ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶଙ୍କୁ ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ । ED ପକ୍ଷରୁ ଦାଏର ମାମଲାରେ ୨ ଲକ୍ଷ ଟଙ୍କା ଓ ୨ ଜଣ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ । ତଦନ୍ତରେ ସାହାଯ୍ୟ କରିବାକୁ ସର୍ତ୍ତ ରଖିଲେ ହାଇକୋର୍ଟ । ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିଲେ ଜ୍ୟୋତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.