Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ମହାକାଶ ବିଜ୍ଞାନୀ ଜାରି କଲେ ବ୍ଲାକ୍ ହୋଲର ପ୍ରଥମ ଫଟୋ : ଦେଖନ୍ତୁ

11/04/2019 at 3:14 PM

ନୂଆଦିଲ୍ଲୀ ୧୧/୪: ମହାକାଶ ବିଜ୍ଞାନୀମାନେ ରହସ୍ୟମୟ ବ୍ଲାକ୍ ହୋଲର ପ୍ରଥମ ଫଟୋ ବୁଧବାର ଜାରି କରିଛନ୍ତି। ଏହି ଫଟୋରେ ବ୍ଲାକ ହୋଲରୁ ଗ୍ୟାସ୍ ଏବଂ ପ୍ଲାଜମାର ନାରଙ୍ଗୀ ରଙ୍ଗର ଆଲୋକବର୍ଷ ବାହାରୁଥିବା ଦେଖାଯାଇଛି। ଏହି ବ୍ଲାକ ହୋଲ୍ ଆକାଶଗଙ୍ଗା ଏମ୍୮୭ରେ ୫୩.୫ମିଲିୟନ ଆଲୋକବର୍ଷ ଦୂରରେ ରହିଥାଏ।

ମହାକାଶ ବିଜ୍ଞାନୀମାନେ ବ୍ରୃସେଲସ,ସାଙ୍ଘାଇ,ଟୋକିଓ,ଓ୍ବାଶିଙ୍ଗଟନ,ସାଣ୍ଟିଆଗୋ,ତାଇପେରେ ଏକାଠି ପ୍ରେସ୍ ବାର୍ତ୍ତା କରି ବ୍ଲାକ୍ ହୋଲର ଫଟୋ ଜାରି କରିଛନ୍ତି। ବୈଜ୍ଞାନିକଙ୍କ ଅନୁସାରେ ସାରା ବିଶ୍ବରେ ରହିଥିବା ୬ଟି ଦୂରବୀକ୍ଷଣ ଯନ୍ତ୍ରର ତଥ୍ୟ ଉପଯୋଗ କରି ଇଭେଣ୍ଟ ହୋରିଜନ ଟେଲିସ୍କୋପ ସାହାଯ୍ୟରେ ଏହି ଫଟୋ ବାହାର କରିଛନ୍ତି। ମହାକାଶ ବିଜ୍ଞାନୀମାନଙ୍କ କହିବାନୁସାରେ ଏହା ଦ୍ବାରା ବିଶ୍ବ ବ୍ରହ୍ମାଣ୍ଡର ରହସ୍ୟକୁ ଜାଣିବାର ଉପାୟରେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିବ।

ବ୍ଲାକ ହୋଲର ମାଧ୍ୟାକର୍ଷଣ ଶକ୍ତି ଅତ୍ୟନ୍ତ ଶକ୍ତିଶାଳୀ ହୋଇଥାଏ। ଏହାର ମାଧ୍ୟାକର୍ଷଣ ଶକ୍ତି ଏତେ ମାତ୍ରାରେ ଥାଏ ଯେ ଏହାର ସଂପ୍ରସାରଣ ଫଳରେ କିଛି ଜିନିଷ ବାଦ ଯାଇ ନଥାଏ। ବ୍ଲାକ ହୋଲର ଚାରି ପଟେ ଗୋଟିଏ ସୀମା ରହିଥାଏ। ହେି ସୀମାରେ ବସ୍ତୁ ପଡ଼ିଗଲେ ଆଉ ଫେରି ଆସିପାରେ ନାହିଁ। ବ୍ଲାକ ହୋଲ୍ ନିଜ ଉପରେ ପଡ଼ୁଥିବା ଆଲୋକକୁ ଅବଶୋଷିତ କରିଥାଏ ଏବଂ ଏହା ବଦଳରେ କିଛି ପରିବର୍ତ୍ତନ କରିନଥାଏ।  

 

   Related Posts