ଭିଜିଲାନ୍ସ ଜାଲରେ ସହକାରୀ ମୃର୍ତ୍ତିକା ସଂରକ୍ଷଣ ଅଧିକାରୀ
7/12/2018 at 12:21 PM

କଳାହାଣ୍ଡି ୦୭|୧୨: ଭିଜିଲାନ୍ସ ଜାଲରେ ସହକାରୀ ମୃର୍ତ୍ତିକା ସଂରକ୍ଷଣ ଅଧିକାରୀ । କଳାହାଣ୍ଡି ଜିଲ୍ଲା ସହକାରୀ ମୃର୍ତ୍ତିକା ସଂରକ୍ଷଣ ଅଧିକାରୀ ଧନୁର୍ଜୟ ଧୋବାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କଳାହାଣ୍ଡି ସ୍ଥିତ କାର୍ଯ୍ୟାଳୟ ଓ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଏହାସହ ରାୟଗଡା ସିରିଗୁଡା ସ୍ଥିତ ବାସଭବନରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସର ୩ ଜଣିଆ ଟିମ୍ ।
Related Posts
ମହିଳାଙ୍କ ଗଳାକାଟି ହତ୍ୟା, ତା ପରେ ଲୁଟ୍…
23 January 2021