ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ

Published By : Prameya-News7 Bureau | September 16, 2021 IST

ସାନଖେମୁଣ୍ଡି ୧୬।୯: ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର । ଗଞ୍ଜାମ ଜିଲ୍ଲା ଆସିକା ଉଠା ଜଳସେଚନ ସବ୍ ଡିଭିଜନର ଆସିଷ୍ଟାଣ୍ଟ ଇଂଜିନିୟର ହେଉଛନ୍ତି ଇଶ୍ବର ଦାସ । ଜଣେ ଠିକାଦାରଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଇଶ୍ବରଙ୍କୁ ଭିଜିଲାନ୍ସ ଗିରଫ କରିଛି ।

{"id":512553,"sizeSlug":"full","linkDestination":"none"}

ଭିଜିଲାନ୍ସ ଟିମ୍ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି । ଏବେ ବି ଖୋଳତାଡ ଜାରି ରହିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.