ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌କୁ ସହାୟତା ପ୍ରଦାନ କର: ନବୀନ ପଟ୍ଟନାୟକ

Published By : Prameya-News7 Bureau | April 06, 2020 IST

ଭୁବନେଶ୍ବର୬/୫: କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦାନ କରିବା ପାଇଁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଭଳି ଭୟଙ୍କର ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସହୃଦୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଅନ୍ୟମାନେ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ ଜରିଆରେ ରାଜ୍ୟବାସୀଙ୍କୁ ଅପିଲ୍‌ କରିଛନ୍ତି।

wp:core-embed/twitter {"url":"https://twitter.com/Naveen_Odisha/status/1247056345221627906?s=20","type":"rich","providerNameSlug":"twitter","className":""}
https://twitter.com/Naveen_Odisha/status/1247056345221627906?s=20
/wp:core-embed/twitter

ଏଭଳି କଠିନ ପରିସ୍ଥିତିରେ ସରକାର ଏବଂ ଜନସାଧାରଣ ଏକ ହେଲେ କରୋନା ସହ ମୁକାବିଲା କରିହେବ। ଏପରି କି ବିଏମ୍‌ସି ପକ୍ଷରୁ ପରିବା ପାଇଁ ୧୯୨୯ ହେଲ୍‌ପ ଲାଇନ୍ ନଂ ଜାରି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.