Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ବିଧାନସଭା ଡିସପେନସାରୀ ଡାକ୍ତର ସସ୍‌ପେଣ୍ଡ, କରୋନା ଆକ୍ରାନ୍ତଙ୍କ ଗସ୍ତ ତଥ୍ୟ ଜାଣି ମଧ୍ୟ ଗୁରୁତ୍ବ ଦେଇ ନଥିଲେ

27/03/2020 at 8:53 PM

ଭୁବନେଶ୍ବର୨୭/୩: ବିଧାନସଭା ଡିସପେନସାରୀ ମେଡିକାଲ୍ ଅଧିକାରୀଙ୍କ ବିରୋଧରେ ଆକ୍ସନ। ମେଡିକାଲ ଅଫିସର ଡାକ୍ତର ଲଳିତ ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ନିଲମ୍ବନ ଅବଧି ସମୟରେ ସେ ଭୁବନେଶ୍ୱର ଛାଡ଼ି ବାହାରକୁ ଯାଇପାରିବେ ନାହିଁ ।

ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ଚିକିତ୍ସିତ ହେବାକୁ ଗତ ୧୬ ତାରିଖରେ ବିଧାନସଭା ଡିସପେନସରିକୁ ଆସିଥିଲେ । ସଂପୃକ୍ତ ବ୍ୟକ୍ତି ବାହାରୁ ଆସିଥିବା ନେଇ ଡାକ୍ତର ସରକାରଙ୍କୁ ଅବଗତ କରିନଥିଲେ । ତେଣୁ ତାଙ୍କ ବିରୋଧରେ ଶୃଖଂଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  

   Related Posts