Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ହୋଟେଲ ମାଲିକଙ୍କୁ ଦୁଇ ମଦୁଆଙ୍କ ଧମକ, ‘ଆମକୁ ଖାଇବା ପଇସା ମାଗୁଛୁ, ଗୃହମନ୍ତ୍ରୀଙ୍କ ପିଏଙ୍କୁ କଲ କରି ଦଙ୍ଗା କରାଇଦେବୁ’

15/01/2021 at 9:00 PM

ଚେନ୍ନାଇ ୧୫/୦୧: ଆମକୁ ଖାଇବା ପଇସା ମାଗୁଛୁ। ଜାଣିଛୁ ଆମେ କିଏ। ଗୋଟିଏ କଲ୍‌ କଲେ ଦଙ୍ଗା ହୋଇଯିବ। ଗୃହମନ୍ତ୍ରୀ ଅମିତ ଶାହଙ୍କ ପିଏକୁ ଫୋନ୍‌ କରିଦେବୁ। ଦୁଇ ଜଣ ମଦୁଆ ହୋଟେଲରୁ ଖାଦ୍ୟ କିଣିବା ପରେ ମାଲିକଙ୍କୁ ଏମିତି ଧମକ ଦେଇଛନ୍ତି। ଏହି ଘଟଣା ଚେନ୍ନାଇର ଟ୍ରିପଲିକେନ୍ ଅଞ୍ଚଳରେ ଘଟିଛି।

ମିଳିଥିବା ସୂଚନା ଅନୁସାରେ, ମଦ ନିଶାରେ ଚୂର ଦୁଇ ବ୍ୟକ୍ତି ସୋମବାର ରାତିରେ ଏକ ଛୋଟ ହୋଟେଲ୍‌ରେ ପହଞ୍ଚିଥିଲେ। ସେଠାରୁ ଖାଦ୍ୟ କିଣିବା ପ​‌ରେ ପଳାଇବାକୁ ବାହାରିଥିଲେ। କିନ୍ତୁ ହୋଟେଲ ମାଲିକ ଟଙ୍କା ମାଗିଦେବାରୁ କଥା ସରିଲା। ଦୁଇ ମଦୁଆଙ୍କ ନାଟକ ଆରମ୍ଭ ହୋଇଥିଲା। ଦୁଇ ମଦୁଆଙ୍କ ମଧ୍ୟରୁ ଜଣେ ଧମକ ଦେଇ କହିଥିଲା ଆମେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପିଏଙ୍କୁ କଲ କରିଦେବୁ ।ଏଠାରେ ଦଙ୍ଗା ହୋଇଯିବ। ତେବେ ଏନେଇ ଏକ ଖବର ଟାଇମ୍ସ ଅଫ୍‌ ଇଣ୍ଡିଆରେ ପ୍ରକାଶ ପାଇଛି।

ପରେ ହୋଟେଲ ମାଲିକ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଘଟଣା ସମୟରେ ଦୁଇ ଅଭିଯୁକ୍ତ ନିଶାରେ ଥିଲେ ବୋଲି ପୋଲିସ ସ୍ପଷ୍ଟ କରିଛି।  

   Related Posts