ନଳବଣ୍ଟାର ବେଆଇନ ବାଣ କାରଖାନା ଉପରେ ଆସିକା ପୋଲିସର ଚଢଉ: ୭୦ଲକ୍ଷ ଟଙ୍କାର ବାଣ ଜବତ, ୩ ଗିରଫ

Published By : Prameya-News7 Bureau | September 09, 2019 IST

ବ୍ରହ୍ମପୁର୯|୯: ଗଞାମ  ଜିଲ୍ଲା ଅ।ସିକା ଥାନା ନଳବଣ୍ଟା ଗାଁରେ ଚାଲିଥିବା ବେଆଇନ ବାଣ କାରଖାନା ଉପରେ ଆସିକା  ପୁଲିସର ଅଚାନକ ଚଢାଉ।  ଏହି ଚଢାଉରେ ତିନି ଜଣ ବାଣ ମାଫିଆ ଗିରଫ ହୋଇଥିବା ବେଳେ ପାଖାପାଖି ୭୦ଲକ୍ଷ ଟଙ୍କାର ବେଆଇନ ବାଣ ଜବତ ହୋଇଥିବା ସୂଚନା ମିଳିଛି।  

{"id":155365}

ଏହି ଚଢାଉରେ ଅ।ସିକା ରାଜସ୍ଵ ପ୍ରଶାସନ ମଧ୍ୟ ସାମିଲ ହୋଇଥିଲା । ବର୍ଷ ବର୍ଷ ଧରି ଏଠାରେ ବେଆଇନ ବାଣ ପ୍ରସ୍ତୁତ ହୋଉଥିଲା । ଅ।ଜି ର ଏହି ଚଢାଉ ପରେ ବାଣ ମାଫିଅ। ମାନଙ୍କ ମହଲରେ କୋକୁଅ। ଭୟ ସୃଷ୍ଟି ହୋଇଛି ।ଗିରଫମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆସିକା ଥାନା ଅଧିକାରୀ କହିଛନ୍ତି ।

{"id":155366}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.