Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ

21/01/2021 at 4:49 PM

ବଲାଙ୍ଗୀର୨୧/୧: ଲାଇଫ୍‌ ଲାଇନ୍‌କୁ ନେଇ ନୂତନ ବ୍ଲୁପ୍ରୀଣ୍ଟ ଆରମ୍ଭ କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍‌ ତ୍ରିପାଠୀ।  ପଶ୍ଚିମ ଓଡିଶାର ଏକ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ଗ୍ରହଣ କରିବା ପରେ ଅସିତ୍‌ ତ୍ରିପାଠୀ ଆକ୍ସନ ମୋଡ୍‌କୁ ଆସିଛନ୍ତି। ପ୍ରଥମଥର ଲାଗି ବଲାଙ୍ଗୀର ଗସ୍ତ କରି ଜିଲ୍ଲାବାସୀଙ୍କୁ ନୂଆ ଉପହାର ଦେଇଛନ୍ତି। ବଲାଙ୍ଗୀର ଲାଇଫ୍‌ ଲାଇନ୍ ଲୋୟରସୁକତେଲ ପ୍ରକଳ୍ପ ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ତେବେ ଆଗାମୀ ଦିନରେ ଲୋଞ୍ଜରସୁକତେଲକୁ ନେଇ ଏକ ନୂତନ ଯୋଜନାର ଆଶା ମଧ୍ୟ ଦେଖା ଦେଇଛି।

ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ଧରି ଲୋୟରସୁକତେଲ କାମ ବନ୍ଦ ରହିଥିଲା। ଏହାକୁ ଅଗ୍ରାଧିକାର ଦେବା ସହ ନୂତନ ଯୋଜନା ତିଆରି କରିବା ଲାଗି ଅସିତ୍‌ ତ୍ରିପାଠୀ କହିଛନ୍ତି। ଖୁବ୍ ଶୀଘ୍ର କାମ ଶେଷ ହେବ ବୋଲି ଲୋକମାନେ ଆଶା ମଧ୍ୟ କରିଛନ୍ତି। ନୂତନ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ଯୋଗଦାନ ପରେ ବିସ୍ଥାପିତଙ୍କ ସହ ଆଲୋଚନା କରି ରାସ୍ତା କାମ ଆରମ୍ଭ ହୋଇଛି। ସେପଟେ ବିସ୍ଥାପିତଙ୍କୁ କ୍ଷତିପୂରଣ ବାବଦରେ ନୂତନ ପ୍ୟାକେଜ୍ ପାଇଁ ଅସିତ୍‌ ତ୍ରିପାଠୀ ତାଲିକା ପ୍ରସ୍ତୁତ କରିଛନ୍ତି। ବିସ୍ଥାପିତଙ୍କ ସମସ୍ୟର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ ଓ ସୁବିଧା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

   Related Posts