Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଡକାୟତି ଉଦ୍ୟମ ପଣ୍ଡ କଲା ଆସିକା ପୋଲିସ, ୪ ଗିରଫ, ବହୁ ମାରଣାସ୍ତ୍ର ଜବତ

6/10/2021 at 9:23 PM

ସାନଖେମୁଣ୍ଡି ୦୬।୧୦: ବ୍ରହ୍ମପୁର ଆସିକା ଥାନା ସ୍ଥିତ ସୁବନେଶ୍ୱର ମନ୍ଦିରରେ ଏକ ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ କରିଛି ଆସିକା ପୋଲିସ। ଲୁଟ୍ ଯୋଜନା ପ୍ରସ୍ତୁତ ବେଳେ ଆସିକା ପୋଲିସ ଚଢାଉ କରି ଚାରି ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇଜଣ ଚମଟ ମାରିଛନ୍ତି। ଗିରଫଙ୍କ ଠାରୁ ଗୋଟିଏ ବନ୍ଧୁକ, ଦୁଇଟି ମୋଟର ସାଇକେଲ, ୧୦ଟି ଅଫୁଟା ବୋମା ସହ ବହୁ ମାରଣାସ୍ତ୍ର ଜବତ ହୋଇଛି।

ଗିରଫ ବ୍ୟକ୍ତିମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ହତ୍ୟା ମାମଲା ରହିଛି ବୋଲି ଆସିକା ଥାନାଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି। ଏହା ସହ  ଡକାୟତ ଉଦ୍ୟମରେ ଜଡିତ ଅନ୍ୟ ସହଯୋଗୀଙ୍କୁ ମଧ୍ୟ ଯଥାଶୀଘ୍ର ଧରା ଯିବ ବୋଲି ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ପାର୍ବଣ ସମୟ ଏହି ସମୟରେ ଡକାୟତ ଗୋଷ୍ଠୀ ଅଧିକ ସକ୍ରିୟ ହୋଇଥାନ୍ତି। ତେଣୁ ସେମାନଙ୍କ ଉପରେ ଆସିକା ପୋଲିସର କଡା ନଜର ରହିଛି ବୋଲି ଥାନାଧିକାରୀ କହିଛନ୍ତି।

   Related Posts