ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ଏସିଆନ ଗେମ୍ସର ଶହେ ମିଟର ଦୌଡ଼ରେ ଦୂତି ଚାନ୍ଦଙ୍କ କମାଲ୍, ସେମି ଫାଇନାଲକୁ ଉନ୍ନୀତ

25/08/2018 at 3:02 PM

ଏସିଆନ ଗେମ୍ସର ଶହେ ମିଟର ଦୌଡ଼ରେ ଦୂତି ଚାନ୍ଦଙ୍କ କମାଲ୍ । ହିଟ୍ -ଟୁରେ ପ୍ରଥମ ହୋଇ ସେମି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଓଡ଼ିଆ ଦୌଡ଼ରାଣୀ ଦୂତି ଚାନ୍ଦ । ଶହେ ମିଟର ଦୂରତାକୁ ୧୧.୩୮ ସେକେଣ୍ଡରେ ଅତିକ୍ରମ କରିଛନ୍ତି ସେ । ଏସିଆନ୍ ଗେମ୍ସରେ ଆଜିଠାରୁ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ପ୍ରଥମରୁ ଦୂତି ଦେଖାଇଛନ୍ତି କମାଲ୍ । ସେପଟେ ପ୍ରତିଯୋଗିତାର ସପ୍ତମ ଦିନ ବର୍ତ୍ତମାନ ସୁଦ୍ଧା ଭାରତ, ୬ଟି ସ୍ବର୍ଣ୍ଣ, ୫ଟି ରୌପ୍ୟ ଓ ୧୭ଟି ବ୍ରୋଞ୍ଚ ସହ ମୋଟ୍ ୨୮ଟି ମେଡାଲ ହାସଲ କରିଛି ।

   Related Posts