Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଶ୍ରୀମନ୍ଦିରରେ ASIର ୨ଟି ଟିମ୍ : ଗର୍ଭ ଗୃହ, ନାଟମଣ୍ଡପ ଓ ଜଗମୋହନ ଯାଞ୍ଚ

25/06/2020 at 1:21 PM

ପୁରୀ ୨୫।୬: ଶ୍ରୀମନ୍ଦିରରେ ଯାଞ୍ଚ ପାଇଁ ପହଞ୍ଚିଲେ ଏଏସଆଇର ଦୁଇଟି ଟିମ୍ । ଶ୍ରୀମନ୍ଦିରର ଗର୍ଭ ଗୃହ, ନାଟମଣ୍ଡପ ଓ ଜଗମୋହନ ମୁଖ୍ୟତଃ ଯାଞ୍ଚ କରାଯାଉଛି । ଶ୍ରୀମନ୍ଦିର ଗର୍ଭ ଗୃହ ଯାଞ୍ଚ ପାଇଁ ଭାରା ବନ୍ଧା ଚାଲିଛି । ଏଏସଆଇର ଯାଞ୍ଚ ଟିମ୍ ରେ କ୍ୟାମେରା ଟିମ୍ ମଧ୍ୟ ସାମିଲ୍ ଅଛନ୍ତି । ଏମାନଙ୍କ ସହ ପୂର୍ତ୍ତ ବିଭାଗ ସୁପରିଟେଣ୍ଡଣ୍ଟ ଇଞ୍ଜିନିୟର ତଥା ଏଏସଆଇ କୋର୍ କମିଟି ସଦସ୍ୟ ଏନ ସି ପାଲଙ୍କ ଅଧ୍ୟକ୍ଷତାରେ ଟିମ୍ ଯାଞ୍ଚ କରୁଛନ୍ତି ।

ପୂର୍ତ୍ତ ବିଭାଗର ଚିଫ୍ ଇଞ୍ଜିନିଅର ବି କେ ତ୍ରିପାଠୀଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ମଧ୍ୟ ଯାଞ୍ଚରେ ସାମିଲ୍ ହୋଇଛନ୍ତି । ଜଗମୋହନ, ନାଟ ମଣ୍ଡପ, ଗର୍ଭ ଗୃହ ଓ ଅନ୍ୟ ସବୁ ସ୍ଥାନକୁ ଯାଞ୍ଚ କରାଯିବ । କେମିକାଲ ୱାସ, ପ୍ଲାଷ୍ଟିଙ୍ଗ, ଡିପ୍ଲାଷ୍ଟିଙ୍ଗ ମଧ୍ୟ କରାଯିବ । ଫାଟ ଯାଞ୍ଚ କରାଯିବ, ତାକୁ ରିପେୟାର ମଧ୍ୟ କରାଯିବ ୯ ଦିନ ପର୍ଯ୍ୟନ୍ତ କାମ କରାଯିବ ।

   Related Posts