ଶ୍ରୀମନ୍ଦିର ବାଇଶି ପାହାଚ ମାପଚୁପ ଓ ଅନୁଧ୍ୟାନ କଲେ ୫ଜଣିଆ ଏଏସଆଇ ଟିମ୍

Published By : Prameya-News7 Bureau | November 04, 2020 IST

ପୁରୀ ୪।୧୧: ପୁରୀ ଶ୍ରୀମନ୍ଦିରରେ ଏଏସଆଇର ୫ ଜଣିଆ ଟିମ୍ । ଏହି ଟିମ୍ ବାଇଶି ପାହାଚ ମାପଚୁପ ସହ ଅନ୍ୟାନ୍ୟ ସ୍ଥାନ ମଧ୍ୟ ଅନୁଧ୍ୟାନ କରିଛନ୍ତି । ତେବେ ଯେଉଁ ସ୍ଥାନରେ ଦୁର୍ବଳ ପଥର ରହିଥିବ ସେ ପଥର ବଦଳା ଯିବା ପାଇଁ ବ୍ୟବସ୍ଥା କରାଯିବ । ଅନୁଧ୍ୟାନ ଓ ମାପଚୁପ ପରେ ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.