Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ପୁରୀ ଶ୍ରୀମନ୍ଦିରରେ ASI ଟିମ୍ : ଏଏସଆଇର ଯୁଗ୍ମ ଡିଜି ଡ. ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ୬ ଜଣିଆ କୋର କମିଟି ଟିମ୍ ର ଅନୁଧ୍ୟାନ

23/01/2020 at 2:45 PM

ପୁରୀ ୨୩/୧: ପୁରୀ ଶ୍ରୀମନ୍ଦିରରେ ASI ଟିମ୍ । ଏଏସଆଇର ଯୁଗ୍ମ ଡିଜି ଡ. ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ୬ ଜଣିଆ କୋରକମିଟି ଟିମ୍ ଶ୍ରୀମନ୍ଦିର ପରିଦର୍ଶନରେ ଆସି ନାଟମଣ୍ଡପ, ଜଗମୋହନର ସ୍ଥିତି ପରଖିଛନ୍ତି । ଏହି ଟିମ ନାଟମଣ୍ଡପ ବିମ୍ ରେ ହୋଇଥିବା ଫାଟର ସ୍ଥିତି ସମୀକ୍ଷା କରିଛନ୍ତି।

ଏହା ସହିତ ଜଗମୋହନ, ନାଟ ମଣ୍ଡପ ଓ ଭୋଗ ମଣ୍ଡପର ମରାମତି ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଟିମରେ ଏଏସଆଇ ନିର୍ଦ୍ଦେଶକ ମଦନ ସିଂହ ଚୌହାନ, ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ସମେତ ୩ ଜଣ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ମଧ୍ୟ ସାମିଲ ଅଛନ୍ତି ।

   Related Posts