ଭିଜିଲାନ୍ସ ଜାଲରେ ଫାଣ୍ଡି ଏଏସ୍ଆଇ
19/06/2020 at 9:26 PM

କଳାହାଣ୍ଡି୧୯/୬: କଳାହାଣ୍ଡି ଜିଲ୍ଲା ଥୁଆମୂଳ- ରାମପୁର ଥାନା ଅନ୍ତର୍ଗତ ମହୁଲପାଟଣା ଫାଣ୍ଡି ଏଏସଆଇ ମଳୟ ରଣା କଳାହାଣ୍ଡି ଭିଜିଲାନ୍ସ ଦ୍ଵାରା ଗିରଫ।ଏକ କେଶକୁ ରଫାଦଫା କରିବା ପାଇଁ ୧୪ ହଜାର ଟଙ୍କା ଦାବି କରିଥିଲେ ଏବଂ ୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ।
Related Posts
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021