Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ସୁଖ ସମୃଦ୍ଧି ପାଇଁ ଶୁକ୍ରବାର ଦିନ କରନ୍ତୁ ଏହି ଉପାୟ, ମିଳିବ ଦେବୀ ଲକ୍ଷ୍ମୀଙ୍କ ଅପାର କୃପା

25/06/2021 at 1:27 PM

ନୂଆଦିଲ୍ଲୀ ୨୫/୦୬: ମା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ତାଙ୍କୁ ପୂଜା କରିବା ଦ୍ୱାରା ଘରେ ସୁଖ, ସମୃଦ୍ଧି ଏବଂ ଧନ ଆସିଥାଏ। ଜୀବନରେ ଅନ୍ନ ଏବଂ ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଦେବା-ଦେବୀଙ୍କୁ ଉତ୍ସର୍ଗ କରାଯାଇଥାଏ। ସେହିପରି ଧନ ଦେବୀ ଲକ୍ଷ୍ମୀଙ୍କୁ ଶୁକ୍ରବାର ଦିନ ଉତ୍ସର୍ଗୀକୃତ ହୋଇଥିବାରୁ ଏହି ଦିନ ତାଙ୍କର ବିଶେଷ ପୂଜା ଏବଂ ବ୍ରତ ରଖାଯାଇଥାଏ । ଏହାଦ୍ୱାରା ଦେବୀଙ୍କର ଅପାର ଆଶୀର୍ବାଦ ମିଳିଥାଏ । ଏହା ସହିତ ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କ ଅଷ୍ଟଲକ୍ଷ୍ମୀ ସ୍ତ୍ରୋତ୍ର ପାଠ କରିବା ଶୁଭ ବୋଲି ବିବେଚନା କରାଯାଏ। ଏହା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣିଥାଏ । ତେଣୁ ପ୍ରତିଦିନ ଅଷ୍ଟଲକ୍ଷ୍ମୀ ସ୍ତୋତ୍ର ପାଠ କରିବା ଉଚିତ୍ । ଆସନ୍ତୁ ଜାଣିବା ଶ୍ରୀ ଅଷ୍ଟଲକ୍ଷ୍ମୀ ସ୍ତ୍ରୋତମ୍ ପାଠ…

PunjabKesari

ଶ୍ରୀ ଅଷ୍ଟଲକ୍ଷ୍ମୀ ସ୍ତ୍ରୋତମ୍:

ଆଦି ଲକ୍ଷ୍ମୀ:

ସୁମନସ ବନ୍ଦିତ ସୁନ୍ଦରୀ ମାଧବି ଚନ୍ଦ୍ର ସହୋଦରି ହେମମୟେ ।

ମୁନିଗଣ ବନ୍ଦିତା ମୋକ୍ଷ ପ୍ରଦାୟିନୀ ମଞ୍ଜୁଳ ଭାଷିଣି ବେଦନୁତେ ।

ପଙ୍କଜବାସିନି ଦେବସୁପୂଜିତ ସଦ-ଗୁଣ ବର୍ଷିଣି ଶାନ୍ତିନୁତେ ।

ଜୟ ଜୟ ହେ ମଧୁସୁଦନ କାମିନି ଆଦିଲକ୍ଷ୍ମୀ ପରିପାଳୟ ମାମ୍ ।

ଧାନ୍ୟ ଲକ୍ଷ୍ମୀ:

ଅୟି କାଲି କଲ୍ମଷ ନାଶିନୀ କାମିନୀ ବୈଦିକ ରୁପିଣି ବେଦମୟୀ ।

କ୍ଷୀର ସମ୍ରୂଦଭ ମଙ୍ଗଳ ରୁପିଣି ମନ୍ତ୍ରନିବାସିନି ମନ୍ତ୍ରନୁତେ ।

ମଙ୍ଗଳଦାୟିନୀ  ଅମ୍ବୁଜବାସିନି ଦେବଗଣାଶ୍ରୀତ ପାଦୟୁତେ ।

ଜୟ ଜୟ ହେ ମଧୁସୁଦନ କାମିନି ଧାନ୍ୟଲକ୍ଷ୍ମୀ ପରିପାଲୟ ମାମ୍ ।

ଧର୍ଯ୍ୟ ଲକ୍ଷ୍ମୀ:

ଜୟବରବର୍ଷିଣି ବୈଷ୍ଣବୀ ଭାର୍ଗବୀ ମନ୍ତ୍ର ସ୍ୱରୁପିଣି ମନ୍ତ୍ରଂ ।

ସୁରଗଣ ପୂଜିତ ଶୀଘ୍ର ଫଳପ୍ରଦ ଜ୍ଞାନ ବିକାସିନି ଶାସ୍ତ୍ରନୁତେ ।

ଭବଭୟହାରିଣି ପାପବିମୋଚିନି ସାଧୁ ଜନାଶ୍ରୀତ ପାଦୟୁତେ ।

ଜୟ ଜୟ ହେ ମଧୁସୁଦନ କାମିନି ଧର୍ଯ୍ୟଲକ୍ଷ୍ମୀ ସଦାପାଲୟ ମାମ୍ ।

ଗଜ ଲକ୍ଷ୍ମୀ:

ଜୟ ଜୟ ଦୁର୍ଗତି ନାଶିନୀ କାମିନୀ ବୈଦିକ ରୁପିଣି ବେଦ ମେ ।

ରାଧା ଗଜ ତୁରଗ ପଦାତି ସମାବୃତ ପରିଜନ ମଣ୍ଡିତ ଲୋକନୁତେ ।

ହରିହର ବ୍ରହ୍ମ ସୁପୂଜିତ ସେବିତ ତାପ ନିବାରିଣି ପାଦୟୁତେ ।

ଜୟ ଜୟ ହେ ମଧୁସୁଦନ କାମିନି ଗଜଲକ୍ଷ୍ମୀ ରୁପେଣ ପାଲୟ ମାମ୍ ।

ସନ୍ତାନ ଲକ୍ଷ୍ମୀ:

ଅୟି ଖଗବାହିନୀ ମୋହିନି ଚକ୍ରିଣି ରାଗବିବର୍ଧିନି ଜ୍ଞାନମୟେ ।

ଗୁଣଗଣବାରିଧି ଲୋକହିତୈଷିଣି ସୁ୍ପ୍ତସ୍ୱର ଭୁଷିତ ଗାନନୁତେ ।

ସକଲ ସୁରାସୁର ଦେବ ମୁନିଶ୍ୱର ମାନବ ବନ୍ଦିତ ପାଦୟୁତେ ।

ଜୟ ଜୟ ହେ ମଧୁସୁଦନ କାମିନି ସନ୍ତାନଲକ୍ଷ୍ମୀ ପରିପାଲୟ ମାମ୍ ।

ବୀର ଲକ୍ଷ୍ମୀ:

ଜୟ ଜୟ କମଳାସନୀ ସଦ-ଗତି ଦାୟିନୀ ଜ୍ଞାନ ବିକାସିନି ଗାନୟେ ।

ଅନୁଦିନ ମର୍ଚିତ କୁଙ୍କୁମ ଧୁସର ଭୁଷିତ ବସିତ ବାଦ୍ୟନୁତେ ।

କନକଧରାସ୍ତୁତି ବୈଭବ ବନ୍ଦିତ ଶଙ୍କରଦେଶିକ ମାନ୍ୟପଦେ ।

ଜୟ ଜୟ ହେ ମଧୁସୁଦନ କାମିନି ବିଜୟକ୍ଷ୍ମୀ ପରିପାଲୟ ମାମ୍ ।

ବିଦ୍ୟା ଲକ୍ଷ୍ମୀ:

ପ୍ରଣତ ସୁରେଶ୍ୱରୀ ଭାରତି ଭାର୍ଗଭୀ ଶୋକ ବିନାଶିନି ରତ୍ନମୟୀ ।

ମଣିମୟ ଭୁଷିତ କର୍ଣବିଭୁଷଣ ଶାନ୍ତି ସମାବୃତ ହାସ୍ୟମୁଖେ ।

ନବନିଦ୍ଧିଦାୟିନୀ କଲିମଲହାରିଣି କାମିତ ଫଳପ୍ରଦ ହସ୍ତୟୁତେ ।

ଜୟ ଜୟ ହେ ମଧୁସୁଦନ କାମିନି ବିଦ୍ୟାଲକ୍ଷ୍ମୀ ସଦା ପାଲୟ ମାମ୍ ।

ଧନ ଲକ୍ଷ୍ମୀ:

ଧିମିଧିମି ଧିନ୍ଧିମି ଧିନ୍ଧିମି-ଧିନ୍ଧିମି ଦୁନ୍ଧୁଭି ନାଦ ସୁପୂର୍ଣମୟେ ।

ଘୁମଘୁମ ଘିଙ୍ଘୁମ ଘିଙ୍ଘୁମ ଘିଙ୍ଘୁମ ଶଙ୍ଖ ନିନାଦ ସୁଭାଧ୍ୟନୁତେ ।

ବେଦ ପୁରାଣେତିହାସ ସୁପୂଜିତ ବୈଦିକ ମାର୍ଗ ପ୍ରଦର୍ଶୟୁତେ ।

ଜୟ ଜୟ ହେ କାମିନୀ ଧନଲକ୍ଷ୍ମୀ ରୁପେଣ ପାଲୟ ମାମ୍ ।

ଅଷ୍ଟଲକ୍ଷ୍ମୀ ନମସ୍ତୁଭ୍ୟଂ ବରଦେ କାମରୁପିଣି ।

ବିଷ୍ଣୁବକ୍ଷଃସ୍ଥଲାରୁଢେ ଭକ୍ତମୋକ୍ଷପ୍ରଦାୟିନୀ ।।

ଶଙ୍ଖ ଚକ୍ର ଗଦାହସ୍ତେ ବିଶ୍ୱରୁପିଣିତେ ଜୟଃ ।

ଜଗନ୍ମାତ୍ରେ ଚ ମୋହିନ୍ୟୈ ମଙ୍ଗଲମ ଶୁଭ ମଙ୍ଗଲମ ।

। ଇତି ଶ୍ରୀ ଅଷ୍ଟଲକ୍ଷ୍ମୀ ସ୍ତୋତ୍ରମ ସମ୍ପୁର୍ଣ୍ଣମ ।

   Related Posts