ଏହି ପ୍ଲସ୍ ସାଇଜ୍ ଅଭିନେତ୍ରୀ ସେୟାର କଲେ ନ୍ୟୁଡ୍ ଫଟୋ : ଦେଖି ପାଗଳ ହୋଇଯିବେ ଆପଣ

Published By : Prameya-News7 Bureau | July 02, 2019 IST

ଆଜି ଆ​ମେ ଆପଣଙ୍କୁ ଏପରି ଏକ ମଡେଲଙ୍କ ବିଷୟରେ କହିବା ଯାହାଙ୍କ ହଟ୍ ଫଟୋ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ହଟ୍ ମଡେଲ୍ ସବୁବେଳେ ନିଜର ସେକ୍ସି ଫଟୋ ସେୟାର କରି ଦର୍ଶକଙ୍କୁ ଆକର୍ଷିତ କରିଥାଆନ୍ତି।

{"id":129635}

ଆମେ ଯେଉଁ ମଡେଲଙ୍କ ବିଷୟ​ରେ କହୁଛୁ ତାଙ୍କ ନାଁ ଆସଲି ଆଲେକ୍ସିସ୍। ଆସଲି ସବୁବେଳେ ଇନଷ୍ଟାଗ୍ରାମରେ ବୋଲ୍ଡ ଏବଂ ସେକ୍ସି ଫଟୋ ସେୟାର କରିଥାଆନ୍ତି।

{"id":129636}

ବାସ୍ତବରେ ଆସଲି ଜଣେ ପ୍ଲସ୍ ସାଇଜ ମଡେଲ୍। ଆସଲିଙ୍କ ସୋଶିଆଲ ମିଡିଆରେ ଲକ୍ଷ ଲକ୍ଷ ସଂଖ୍ୟକ ଫଲୋଅର୍ସ ଅଛନ୍ତି ଯେଉଁମାନେ ତାଙ୍କୁ ଖୁବ୍ ପସନ୍ଦ କରନ୍ତି। ଆସଲି ସବୁଦିନ ନିଜ ଫଲୋଅର୍ସଙ୍କ ପାଇଁ ସେକ୍ସି ଏବଂ ବୋଲ୍ଡ ଫଟୋ ସେୟାର କରନ୍ତି।

{"id":129637}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.