Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||
  • ଦେବୀ ଓ ମହାନଦୀରେ ବଢୁଛି ଜଳସ୍ତର, ଜଗତସିଂହପୁରରେ ବନ୍ୟା ସ୍ଥିତି
  • ||
  • ୧୮ରୁ ଲଘୁଚାପ, ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ପୁରୀରୁ ଫେରିବା ବେଳେ ଓଲଟିଲା ବୋଲେରୋ, ୧୩ ଯାତ୍ରୀ ଆହତ
  • ||
  • ପୋଲ ଭାଙ୍ଗି ଗାଁରେ ପଶିଲା ପାଣି, ପଟ୍ଟାମୁଣ୍ଡାଇ ଅମୃତମଣୋହୀ ଛକରେ ଘାଇ
  • ||
  • ଗୁଣ୍ଡେରପୁର ବ୍ରିଜ୍ ଉପରେ ୩ ଫୁଟ୍ ପାଣି, ସମ୍ବଲପୁର-ସୋନପୁର ବିଛିନ୍ନ
  • ||

ଆଶାରାମ ବାପୁଙ୍କ ମାମଲାରେ କାଲି ରାୟ ଶୁଣାଇବେ କୋର୍ଟ

24/04/2018 at 9:20 AM

୫ବର୍ଷ ତଳେ ଜଣେ ୧୬ ବର୍ଷିୟ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଜୋଧପୁର ଜେଲରେ ଥିବା ଆତ୍ମଘୋଷିତ ଗଡମ୍ୟାନ ଆଶାରାମ ବାପୁଙ୍କ ମାମଲାରେ କାଲି ରାୟ ଶୁଣାଇବେ କୋର୍ଟ। ରାୟ ଶୁଣଣି ପୂର୍ବରୁ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ଆଶାରାମ ତାଙ୍କର ଅନୁଗାମୀମାନଙ୍କୁ ଯୋଧପୁରକୁ ଆସିବାକୁ ମନା କରିଛନ୍ତି। ଶାନ୍ତି ବଜାୟ ରଖିବାକୁ ସେ ଆହ୍ବାନ ଦେଇଛନ୍ତି।ଏବେ ରାଜସ୍ଥାନ ଯୋଧପୁରର ସେଣ୍ଟ୍ରାଲରେ କଏଦିଭାବେ ଅଛନ୍ତି ଆତ୍ମଘୋଷିତ ଗଡମ୍ୟାନ ଆଶାରାମ ବାପୁ। ଜେଲରେ ଆଶାରାମ ବାପୁଙ୍କ କଡା ସୁରକ୍ଷା ବଳୟରେ ରଖାଯାଇଛି।
ପୁରା ସୁରକ୍ଷା ବଳୟରେ କଏଦୀଭାବେ ରହିଛନ୍ତି ଆଶାରାମ ବାପୁ।

Leave a Reply

   Related Posts