Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବିଳମ୍ୱିତ ରାତିରେ ମାତିଲେ ଲୁଟେରା: ଆଜବେଷ୍ଟସ ଭାଙ୍ଗି ଦୋକାନରୁ ଚୋରୀ କରିନେଲେ ଶାଢୀ, ସିସିଟିଭିରେ ଭିଡିଓ କଏଦ

7/09/2021 at 2:52 PM

ପାଟଣା ୦୭/୦୯: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କେନ୍ଦେଇପଶି ବଜାର ଉପରେ ଥିବା ଏକ ରିତାଞ୍ଜଳୀ ଶାଢ଼ୀ ଦୋକାନରୁ ଲୁଟ୍ । ଆଜବେଷ୍ଟସ ଭାଙ୍ଗି ବିଳମ୍ବିତ ରାତିରେ ଲୁଟ କରିଛନ୍ତି ଦୁର୍ବୁତ୍ତ । ତେବେ ଦୁର୍ବୁତ୍ତ ଶାଢ଼ୀ ଚୋରି ଯାଉଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ସୁଚନା ଅନୁସାରେ ବିଳମ୍ବିତ ରାତିରେ ଦୋକାନ ଘରର ଅଜବେଷ୍ଟସ ଭାଙ୍ଗିବା ପରେ ଦୋକାନର ସିଲିଂ ଭାଙ୍ଗି ଦୁର୍ବୁତ୍ତ ଶାଢ଼ୀ ଚୋରି କରିଛନ୍ତି । ଏଥିସହ ପାଖରେ ଥିବା ସାମଲ ମେଡ଼ିସିନ ଦୋକାନରୁ କାନ୍ଥ କୁ ଖୋଲି ମଧ୍ୟ ଦୁର୍ବୁତ୍ତ ଚୋରୀ କରିବାକୁ ଉଦ୍ୟମ କରିଥିଲେ ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts