ହାଇଦ୍ରାବାଦ ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦିନ ଓବେଶି

Published By : Prameya-News7 Bureau | March 18, 2019 IST

ହାଇଦ୍ରାବାଦ ୧୮/୩ : ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦିନ ଓବେଶି ଆଜି ହାଇଦ୍ରାବାଦ ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ଏହି ଆସନରୁ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୧ ତାରିଖରେ ନିର୍ବାଚନ ହେବ |
ଏନେଇ ଓବେଶି ଟ୍ୱିଟ କରିଛନ୍ତି | ସେ କହିଛନ୍ତି ଯେ, ହାଇଦ୍ରାବାଦ ସଂସଦୀୟ ନିର୍ବାଚନ କ୍ଷେତ୍ର ଭାରତର ବଂଚିତ, ଦମିତ ଏବଂ ଦୁର୍ବଳ ଶ୍ରେଣୀଭୁକ୍ତ | ତଥାପି ଲୋକେ ନିଜ କାମ କରିବେ |

wp:core-embed/twitter {"url":"https://twitter.com/asadowaisi?ref_src=twsrc%5Egoogle%7Ctwcamp%5Eserp%7Ctwgr%5Eauthor","className":""}
https://twitter.com/asadowaisi?ref_src=twsrc%5Egoogle%7Ctwcamp%5Eserp%7Ctwgr%5Eauthor
/wp:core-embed/twitter

ଓବେଶି ୨୦୦୪ ମସିହାରୁ ଲଗାତାର ୩ଥର ହାଇଦ୍ରାବାଦ ଆସନରୁ ବିଜୟୀ ହେଉଛନ୍ତି | ଶାସନାଧୀନ ଟିଆରଏସ ଦଳ ପୂର୍ବରୁ ଘୋଷଣା କରିଛି ଯେ, ସେ ଏଆଇଏମଆଇଏମକୁ ସମର୍ଥନ କରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.