Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ହାଇଦ୍ରାବାଦ ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦିନ ଓବେଶି

18/03/2019 at 5:32 PM

ହାଇଦ୍ରାବାଦ ୧୮/୩ : ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦିନ ଓବେଶି ଆଜି ହାଇଦ୍ରାବାଦ ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ଏହି ଆସନରୁ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୧ ତାରିଖରେ ନିର୍ବାଚନ ହେବ |
ଏନେଇ ଓବେଶି ଟ୍ୱିଟ କରିଛନ୍ତି | ସେ କହିଛନ୍ତି ଯେ, ହାଇଦ୍ରାବାଦ ସଂସଦୀୟ ନିର୍ବାଚନ କ୍ଷେତ୍ର ଭାରତର ବଂଚିତ, ଦମିତ ଏବଂ ଦୁର୍ବଳ ଶ୍ରେଣୀଭୁକ୍ତ | ତଥାପି ଲୋକେ ନିଜ କାମ କରିବେ |

https://twitter.com/asadowaisi?ref_src=twsrc%5Egoogle%7Ctwcamp%5Eserp%7Ctwgr%5Eauthor

ଓବେଶି ୨୦୦୪ ମସିହାରୁ ଲଗାତାର ୩ଥର ହାଇଦ୍ରାବାଦ ଆସନରୁ ବିଜୟୀ ହେଉଛନ୍ତି | ଶାସନାଧୀନ ଟିଆରଏସ ଦଳ ପୂର୍ବରୁ ଘୋଷଣା କରିଛି ଯେ, ସେ ଏଆଇଏମଆଇଏମକୁ ସମର୍ଥନ କରିବେ |

   Related Posts