Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ଅମାବାସ୍ୟା ରାତି ପରେ ଚମକିବ ଏହି ଦୁଇ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଧନଲାଭ ସହ ମିଳିବ ସଫଳତା

26/11/2019 at 9:55 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶିମାନଙ୍କର ମନୁଷ୍ୟ ଜୀବନରେ ମହତ୍ବପୂର୍ଣ୍ଣ ଭୂମିକା ରହିଛି । ତେବେ ରାଶି ଅନୁଯାୟୀ ମଣିଷ ଜୀବନରେ କଣ କଣ ଘଟିବାକୁ ଯାଉଛି ତାର ଆଂଶିକ ସୂଚନା ମଧ୍ୟ ମିଳିଥାଏ । ତେବେ ଏହି କ୍ରମରେ ଆମାବାସ୍ୟା ରାତି ପରେ ଏହି ଦୁଇ ରାଶିର ବ୍ୟକ୍ତିଙ୍କ ଭବିଷ୍ୟତ ଚମକିବାର ଯୋଗ ରହିଛି । ଏହି ରାଶିର ବ୍ୟକ୍ତିମାନଙ୍କର ଧନଲାଭର ଯୋଗ ରହିଛି । ତେ ବେ ଆସନ୍ତୁ ଜାଣିବା ଏହି ଦୁଇ ରାଶିର ବ୍ୟକ୍ତିଙ୍କୁ କଣ କଣ ଲାଭ୍ ମିଳିବ ।

ତୁଳା ରାଶି :

ଏହି ରାଶିର ବ୍ୟକ୍ତିଙ୍କ ଆଗାମୀ ସମୟ ଅତ୍ୟନ୍ତ ଲାଭଦାୟକ ରହିବ । ବ୍ୟବସାୟରେ ଏମାନଙ୍କ ଆୟ ବୃଦ୍ଧି ହେବ । ସରକାରୀ କାର୍ଯ୍ୟରେ ଏମାନଙ୍କୁ ଏହି ରାଶିର ବ୍ୟକ୍ତିଙ୍କୁ ସଫଳତା ମିଳିବାର ଯୋଗ ରହିଛି । ହଠାତ୍ ଅଧିକ ଧନଲାଭ ହେବାର ସମ୍ଭାବନା ରହିଛି । ଏହି ରାଶିକ ବ୍ୟକ୍ତିମାନେ ବିଳାସବେସନରେ ଜୀବନ ଅତିବାହିତ କରିବେ । ବଡରୁ ବଡ ସମସ୍ୟାର ମଧ୍ୟ ସମାଧାନ ହୋଇଯିବ । ଆପଣଙ୍କୁ ନୂଆ ଖୁସି ଖବର ମିଳିବାର ସମ୍ଭାବନା ରହିଛି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟ ମଧୁର ସଂପର୍କ ସ୍ଥାପିତ ହେବ । ବୈବାହିକ ଜୀବନ ସୁଖମୟ ହେବ ।

କୁମ୍ଭ ରାଶି :

ଏହି ରାଶିର ବ୍ୟକ୍ତିଙ୍କ ଆଗାମୀ ସମୟ ଉତ୍ତମ ରହିବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରସିଦ୍ଧି ବଢିବ । କ୍ରୋଧ ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଆର୍ଥିକ ସ୍ଥିତ ଭଲ ରହିବ । କୌଣସି କ୍ଷେତ୍ରରେ ଧନ ନିବେଶ ଲାଭଦାୟକ ରହିବ । ଏହି ବ୍ୟକ୍ତିମାନେ ଜୀବନରେ ସଫଳତାମାନ ପାଇବେ । ଶିକ୍ଷା, ଚାକିରୀ, ବ୍ୟବସାୟ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତିଙ୍କୁ ବଡ ସଫଳତା ମିଳିବାର ଯୋଗ ରହିଛି । ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ୍ ହେବେ । ଏମାନଙ୍କ ଜୀବନରେ ସମସ୍ତ ପ୍ରକାରର ଚିନ୍ତା ଦୂର ହୋଇଯିବ । ପରିବାରରେ ଆନନ୍ଦ ଏବଂ ଉତ୍ସାବର ମାହୋଲ ରହିବ ।

   Related Posts