ହାଜତ ମିଆଦ ବୃ୍ଦ୍ଧି କଲେ କୋର୍ଟ, ଅକ୍ଟୋବର ୩୦ ଯାଏଁ ଜେଲ୍‌ରେ ରହିବେ ଆର୍ଯ୍ୟନ

Published By : Prameya-News7 Bureau | October 21, 2021 IST

ମୁମ୍ୱାଇ, ୨୧/୧୦: କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନ୍‌ଙ୍କ ପୁଅ ଏବେ ଜେଲ୍‌ରେ ଥିବା ବେଳେ ଗତକାଲି ତାଙ୍କର ଜାମିନ୍‌ ଆବେଦନର ଶୁଣାଣି କରି ସ୍ୱତନ୍ତ୍ର କୋର୍ଟ ଖାରଜ କରିଦେଇଥିଲେ । ଆଜି ସ୍ୱତନ୍ତ୍ର NCB କୋର୍ଟ ତାଙ୍କର ହାଜତ ମିଆଦକୁ ବୃଦ୍ଧି କରିଛନ୍ତି । ଅକ୍ଟୋବର ୩୦ ଯାଏଁ ସେ ହାଜତରେ ରହିବେ ବୋଲି କୋର୍ଟ କହିଛନ୍ତି । ଏଥି ସହିତ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ୩୦ ତାରିଖ ଯାଏଁ ହାଜତରେ ରହିବେ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.