Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

କ୍ରୁଜ୍ ଡ୍ରଗ୍ସ ମାମଲାର ସାକ୍ଷୀ କିରଣ ଗୋସାଭି ଗିରଫ : ଦୀର୍ଘଦିନ ଧରି ପୋଲିସ ଆଖିରେ ଧୂଳିଦେଇ ଫେରାର୍ ଥିଲା

28/10/2021 at 8:26 AM

ମୁମ୍ୱାଇ ୨୮/୧୦: କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନ୍ ଗିରଫ ପରେ ଏବେ ମାମଲାର ଅନ୍ୟତମ ସାକ୍ଷୀ କେପି ଗୋସାବୀଙ୍କୁ ଗିରଫ କରିଛି ପୁଣେ ପୋଲିସ । କେପି ଗୋସାବୀ ଗତ କିଛି ଦିନ ହେଲା ଫେରାର ଥିଲା । ମହାରାଷ୍ଟ୍ରର ପୁଣେଠାରେ ପୋଲିସ ତାଙ୍କୁ ଗିରଫ କରିଛି । ଗୋସାବୀଙ୍କ ବିରୋଧରେ ପୁଣେଠାରେ ଠକେଇ ମାମଲା ରୁଜୁ ହୋଇଥିଲା ।

କେପି ଗୋସାବୀ ଗିରଫ ହେବା ପରେ ପୁଣେ ପୋଲିସ କହିଛି ଯେ ଗୋସାବୀ ସରେଣ୍ଡର କରିନଥିଲେ । ଆମେ ଇଣ୍ଟେଲିଜେଣ୍ଟ ଆଧାରରେ ତାଙ୍କୁ ଗିରଫ କରିଛୁ । ସେପଟେ ଆଜି କୋର୍ଟରେ ପୁଣିଥରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ବେଲ୍‌ ଉପରେ ଶୁଣାଣି ହେବ । ଗତକାଲି ଶୁଣାଣି ହୋଇପାରିନଥିବାରୁ ବେଲ୍ ମିଳିପାରିନଥିଲା । ହେଲେ ଆଜି ପୁଣିଥରେ ମାମଲାର ଶୁଣାଣି ହେବ ।

   Related Posts