କୃଷି ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କରୋନା ପଜିଟିଭ୍

Published By : Prameya-News7 Bureau | August 31, 2020 IST

 ଭୁବନେଶ୍ବର୩୧/୮: କୃଷି ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କରୋନା ପଜିଟିଭ୍ । ସେ ସୁସ୍ଥ ଓ ହୋମ ଆଇସୋଲେସନରେ ଥିବା ନିଜେ ଅରୁଣ ଟ୍ବିଟର୍ ଏବଂ ଫେସବୁକରେ ସୂଚନା ଦେଇଛନ୍ତି।

wp:core-embed/twitter {"url":"https://twitter.com/dr_arunsahoo/status/1300407588945760263?s=20","type":"rich","providerNameSlug":"twitter","className":""}
https://twitter.com/dr_arunsahoo/status/1300407588945760263?s=20
/wp:core-embed/twitter

ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି କରୋନା ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.