Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୃଷି ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କରୋନା ପଜିଟିଭ୍

31/08/2020 at 8:01 PM

 ଭୁବନେଶ୍ବର୩୧/୮: କୃଷି ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କରୋନା ପଜିଟିଭ୍ । ସେ ସୁସ୍ଥ ଓ ହୋମ ଆଇସୋଲେସନରେ ଥିବା ନିଜେ ଅରୁଣ ଟ୍ବିଟର୍ ଏବଂ ଫେସବୁକରେ ସୂଚନା ଦେଇଛନ୍ତି।

ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି କରୋନା ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି।

   Related Posts