Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

କ୍ରିକେଟ୍ ମଇଦାନରେ କଳାକାର, ୨ ଦିନ ଧରି ଚାଲିବ ମ୍ୟାଚ୍

8/03/2021 at 3:50 PM

ବଲାଙ୍ଗୀର ୮।୩: ସିନେମା,  ଆଲବମ୍, ୟୁଟ୍ୟୁବ ପରେ ଏବେ ଖେଳ ମଇଦାନରେ କଳାକାର । ବଲାଙ୍ଗୀର ଜିଲ୍ଲାରେ ଆରମ୍ଭ ହୋଇଛି କଳାକାର କ୍ରିକେଟ୍ ଲିଗ୍ । ଆଜିଠାରୁ ୨ ଦୁଇ ଧରି ଚାଲିବ ଏହି ମ୍ୟାଚ୍ । ସୋମବାର ବଲାଙ୍ଗୀର ଜିଲ୍ଲା ସଂସ୍କୃତି ଅଧିକାରୀ ଏହି କଳାକାର କ୍ରିକେଟ୍ ମ୍ୟାଚ୍ କୁ ଉଦଘାଟନ କରିଛନ୍ତି । ଗାନ୍ଧୀ ଷ୍ଟାଡିୟମଠାରେ ଏହି କଳାକାର ମ୍ୟାଚ୍ ର ଶୁଭାରମ୍ଭ ହୋଇଛି । ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରୁ କଳାକାରମାନେ ଆସି କ୍ରିକେଟରେ ତାଙ୍କର ରୁଚି ଦେଖାଇବା ସହ ଖେଳିଛନ୍ତି କ୍ରିକେଟ୍ ।

ପ୍ରଥମ ଦିନରେ ୬ଟି ମ୍ୟାଚ୍ ସମସ୍ତ ଟିମ୍ ମଧ୍ୟରେ ହେବାକୁ ଥିବା ବେଳେ ଆସନ୍ତାକାଲି ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ହେବ। ପ୍ରଥମ ଥର ପାଇଁ ଏଭଳି ଏକ କଳାକାରମାନଙ୍କ ମ୍ୟାଚ୍ କୁ ନେଇ ବେଶ୍ ଉତ୍ସାହ ଥିବାବେଳେ କଳାକାରମାନଙ୍କୁ ପରସ୍ପର ମଧ୍ୟରେ ଦେଖିବାକୁ ଏହା ଏକ ସୁଯୋଗ ବୋଲି କହିଛନ୍ତି କଳାକାର।

   Related Posts