Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଶ୍ମୀର ଯାଇପାରନ୍ତି ପ୍ରଧାନ ବିଚାରପତି : ଗୁଲାବ ନବୀଙ୍କୁ କାଶ୍ମୀର ଯିବାକୁ ସର୍ତ୍ତମୂଳକ ଅନୁମତି

16/09/2019 at 12:42 PM

ନୂଆଦିଲ୍ଲୀ ୧୬/୯: ଦରକାର ପଡ଼ିଲେ ଜାମ୍ମୁ-କାଶ୍ମୀର ଯାଇ ପାରନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ । ସୁପ୍ରିମକୋର୍ଟରେ ଧାରା ୩୭୦ ଶୁଣାଣି ବେଳେ ଏପରି  ମନ୍ତବ୍ୟ ଦେଇଛନ୍ତି  ପ୍ରଧାନ ବିଚାରପତି ।

ସେହିପରି ବରିଷ୍ଠ କଂଗ୍ରେସ ନେତା ଗୁଲାବ ନବୀ ଆଜାଦଙ୍କୁ କାଶ୍ମୀର ଯିବା ପାଇଁ ସର୍ତ୍ତ ମୂଳକ ଅନୁମତି ଦେଇଛନ୍ତି କୋର୍ଟ । ଗୁଲାବ ନବୀ କାଶ୍ମୀର ଯିବେ ସତ କିନ୍ତୁ ସେଠାରେ ସଭାସମିତି କିମ୍ବା ଭାଷଣ ଦେଇ ପାରିବେ ନାହିଁ ।

   Related Posts