Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଭୁବନେଶ୍ବରରେ ଆରମ୍ଭ ହୋଇଛି ଆର୍ଟିସାନ ଚିତ୍ର ମେଳା

8/12/2018 at 5:10 PM

ଭୁବନେଶ୍ବର ୦୮|୧୨:  ଭୁବନେଶ୍ବରରେ ଆରମ୍ଭ ହୋଇଛି ଆର୍ଟିସାନ ଚିତ୍ର ମେଳା । ଯେଉଁଠି ଚିତ୍ରକଳାର ଲାଇଭ ଡେମୋନଷ୍ଟ୍ରେସନ ଦେଖିବାକୁ ମିଳୁଛି । ରାଜ୍ୟର ବହୁ ନାମୀ ଚିତ୍ରଶିଳ୍ପୀ ସେମାନଙ୍କ ରଙ୍ଗଓ ତୁଳୀର ଅପୂର୍ବ ଝଲକ ଦେଖାଉଛନ୍ତି । କାନଭାସରେ ଫୁଟାଉଛନ୍ତି ଜୀବନ୍ତ ଛବି । ସ୍ୟାଣ୍ଟ ଆର୍ଟ, ବ୍ୟାନରକାନଭାସରେ ବିଭିନ୍ନ ଚିତ୍ର ଆଙ୍କୁଛନ୍ତି ଯାହା ଦର୍ଶକଙ୍କ ମନ ମୋହୁଛି । ଚିତ୍ର ତଥା ଭାସ୍କର୍ଯ୍ୟକଳାରେ ନୂଆ କରି ପାଦ ଦେଇଥିବା ଚିତ୍ର ଶିଳ୍ପୀମାନେ ମଧ୍ୟ ଏଥିରେ ଭାଗ ନେଇଛନ୍ତି । ବାଲୁକା କଳା,ପେଣ୍ଟିଂ, ପଟ୍ଟଚିତ୍ର, ଭାସ୍କର୍ଯ୍ୟ ଭଳି ୧୬ ଟି ବିଭାଗରେ ଶିଳ୍ପୀମାନେ ସେମାନଙ୍କ ହାତର ଯାଦୁ ପ୍ରଦର୍ଶନକରୁଛନ୍ତି ।  ଏହି ଚିତ୍ରମେଳା ୩ଦିନ ଧରି ଚାଲିବ ।

   Related Posts