Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||
  • ଦାନା ବାନ୍ଧୁଛି ବାତ୍ୟା : ୫ରେ ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ !
  • ||
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

କମେଣ୍ଟ ମରାକୁ କେନ୍ଦ୍ରକରି ତୀରମାଡ !

6/12/2019 at 7:02 AM

ଢେଙ୍କାନାଳ ୦୬।୧୨: କମେଣ୍ଟ ମରାକୁ କେନ୍ଦ୍ରକରି ତୀରମାଡ଼ । ଢ଼େଙ୍କାନାଳ ତୁମୁସିଂହା ଥାନା ଆମ୍ବଖୋଲ କାଟେଣୀ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ଗୁରୁତର ବିମଳ ଦେହୁରୀଙ୍କୁ ପ୍ରଥମେ ଅଅଁଳାବେରେଣୀ ଡାକ୍ତରଖାନା ଓ ପରେ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି । ସେଠାରେ ଅପରେସନ ପରେ ତାଙ୍କ ଗୋଡ଼ରୁ ତୀର ବାହାରକରାଯାଇଛି  ।

ସୂଚନାଯୋଗ୍ୟ ଯେ,  ସନ୍ତାଳ ସାହିର ଜଣେ ଯୁବତୀଙ୍କୁ ବିମଳ କମେଣ୍ଟ ମାରିବା ନେଇ ସାହିର କିଛି ଯୁବକ ତାଙ୍କ ସହିତ ପାଟିତୁଣ୍ଡ କରିଥିଲେ। ଗତକାଲି ରାତିରେ ପୁଣି ସେହି ଯୁବକଙ୍କ ସହିତ ତାଙ୍କର ବଚସା ହୋଇଥିଲା । ଯାହାକୁ କେନ୍ଦ୍ର କରି ତୀର ମାଡ଼ କରାଯାଇଥିବା କୁହାଯାଉଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁମୁସିଂହା ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

   Related Posts