Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିବଗଂତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ମାଆଙ୍କ ପରଲୋକ, 70 ବୟସରେ କୋଭିଡରେ ଚାଲିଗଲା ଜୀବନ
  • ||
  • କାୟା ମେଲାଉଛି କରୋନା, ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ ପଜିଟିଭ୍ ଚିହ୍ନଟ
  • ||
  • ପାଟଣା : ହାଇଓ୍ୱାକୁ ପିଟିଲା ଅଟୋ, ୭ ଗୁରୁତର
  • ||
  • ପଶ୍ଚିମବଙ୍ଗ : ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ଭାଗ୍ୟ ନିର୍ଦ୍ଧାରଣ କରିବେ ୩୪୨ ପ୍ରାର୍ଥୀ
  • ||
  • ରାଜ୍ୟରେ ଏଥର କମ୍ ବର୍ଷା, ବଙ୍ଗୋପସାଗରରେ ସୃଷ୍ଟି ହେବ ଅଧିକ ଲଘୁଚାପ
  • ||
  • ଲମତାପୁଟ : ଗଞ୍ଜେଇ ବୋଝେଇ କାର୍‌ ଜବତ, ୨ଗିରଫ
  • ||
  • ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌, ଅଡୁଆରେ ପୋଲିସ
  • ||

ଜାମ୍ମୁ-କାଶ୍ମୀର ସୀମାରେ ଥିବା ସମସ୍ତ ଜବାନ ପିନ୍ଧିବେ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌

19/10/2019 at 11:03 PM

 ଶ୍ରୀନଗର – ଜମ୍ମୁ ଓ କଶ୍ମୀର ସୀମାରେ ନିୟେ।ଜିତ ଯବାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ ।  ଆତଙ୍କବାଦୀଙ୍କ ସହିତ ଦୃଢ଼ତାର ସହିତ ଲଢ଼ିବାକୁ ଭାରତୀୟ ଯବାନମାନେ ବୁଲେଟ୍ ଫ୍ରୁଫ୍ ଜ୍ୟାକେଟ୍ ପିନ୍ଧିବେ । ଯାହାକୁ AK-47ର ଗୁଳି ଭେଦ କରିପାରିବ ନାହିଁ ।

ଏଥିପାଇଁ ୪୦ ହଜାର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତୁତ କରାଯାଉଛି । ସୀମାରେ ଆତଙ୍କବାଦ ବିରେ।ଧରେ ହେଉଥିବା ଅପରେସନ୍ ରେ ନିୟେ।ଜିତ ଯବାନମାନେ ପ୍ରଥମଥର ପାଇଁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିବେ । ଏହି ସ୍ୱତନ୍ତ୍ର ଜ୍ୟାକେଟ୍ ଷ୍ଟିଲ୍ ରେ ତିଆରି ହେ।ଇଥିବା ବେଳେ ଗୁଳି ରେ।କିବାର କ୍ଷମତା ରଖିଛି । AK-47ଠାରୁ ଆରମ୍ଭ କରି ବଡ଼ ବଡ଼ ରାଇଫଲ୍ ର ଗୁଳି ଏହାକୁ ଭେଦ କରିପାରିବ ନାହିଁ ।

ଏହାକୁ କାନପୁରସ୍ଥିତ ସେଣ୍ଟ୍ରାଲ ଅର୍ଡିନାନ୍ସ ଡିପେ।ରେ ରଖାଯାଇଛି ।ଏସ୍ଏମ୍ ପିପି ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଏହି ଜ୍ୟାକେଟ୍ ତିଆରି କରିଛି । ସରକାର ୨୦୨୧ ସୁଦ୍ଧା ଜ୍ୟାକେଟ୍ ପ୍ରସ୍ତୁତ କରିବାକୁ ସମୟସୀମା ଦେଇଥିବାବେଳେ ୨୦୨୦ ସୁଦ୍ଧା ସବୁ ଶେଷ ହେବ ବେ।ଲି କମ୍ପାନୀ କହିଛି ।

   Related Posts